Skip to content
Scan a barcode
Scan
Paperback Prema O Jibana (Oriya Edition) [Oriya] Book

ISBN: B0HKL2GFTH

ISBN13: 9788195026333

Prema O Jibana (Oriya Edition) [Oriya]

ଡ଼ଃ ଦିପ୍ତିରଞ୍ଜନ ବେହେରା ବର୍ତ୍ତମାନ ୱେଷ୍ଟଇଣ୍ଡିଜ ବିଶ୍ୱବିଦ୍ୟାଳୟ, ଜମାଇକାରେ ଗଣିତ ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟରତ । ସେ କଟକ ଜିଲ୍ଲା ଅନ୍ତର୍ଗତ ଆଠଗଡ଼ ଉପଖଣ୍ଡର ବେଣ୍ଟପଦା ଗ୍ରାମରେ ୧୯୮୮ ମସିହା ଜୁଲାଇ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପିଲାଟିଦିନରୁ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ଅହେତୁକ ରୁଚି ରଖୁଥିବା ଡ଼ଃ ବେହେରା ନିଜର ମନର ଭାବନାକୁ ଶବ୍ଦ ମାଧ୍ୟ୍ୟମରେ ପ୍ରକାଶ କରିବାର ପ୍ରଥମଥର ସୁଯୋଗ ପାଆନ୍ତି ବାଙ୍କୀ ମହାବିଦ୍ୟାଳୟରେ ପଢିବା ସମୟରେ । ତାପରଠାରୁ ଅଦ୍ୟାବଧି ସେ ବିଶେଷ କରି କବିତା ମାଧ୍ୟମରେ ସାହିତ୍ୟ ସାଧନା କରିବାର ପ୍ରୟାସରେ ଅନବରତ ଭାବେ ନିଜକୁ ଲିପ୍ତ ରଖିଛନ୍ତି । ସରଳ ଭାଷାରେ ନିଜର କୃତିକୁ ସାଧାରଣ ପାଠକ ମାନଙ୍କର ନିକଟତର କରାଇବା ପାଇଁ ସେ ସର୍ବଦା ଚେଷ୍ଟିତ । ଓଡ଼ିଆ ସାହିତ୍ୟର ଅବିବୃଦ୍ଧି ନିମନ୍ତେ ସମସ୍ତେ ଅଧିକରୁ ଅଧିକ ରଚନାତ୍ମକ ଲେଖା ପଢିବା ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମନେକରନ୍ତି । ସମାନ୍ତରାଳ ଭାବରେ ଡ଼ଃ ବେହେରା ନିଜକୁ ଗଣିତ ବିଜ୍ଞାନର ଗବେଷଣାରେ ମଧ୍ୟ ଜଡିତ ରଖିଛନ୍ତି । ତାଙ୍କଦ୍ୱାରା ପ୍ରକାଶିତ ଅନେକ ଗବେଷଣାତ୍ମକ କୃତି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ବିଜ୍ଞାନ ଓ ଅନୁସନ୍ଧାନ ମୂଳକ ପତ୍ରିକାରେ ବିଶେଷ ଭାବରେ ଆଦୃତି ଲାଭକରିଛି ।

Recommended

Format: Paperback

Condition: New

$17.37
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Notice | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured