Skip to content
ISBN: 1645603571
ISBN13: 9781645603573

Kaala O Kalara Shilpee Surendra

$17.38List Price: $15.00
ISBN: 1645603571
ISBN13: 9781645603573
Formats

Conditions

A brand-new, unused copy in perfect condition.

Formats

Conditions

A brand-new, unused copy in perfect condition.

See all 1 editionsfrom $17.38

Book Overview

କାଳ, କଳା ପରସ୍ପର ସମ୍ବନ୍ଧିତ । କାଳରେ କଳାର ସୃଷ୍ଟି, ସମୟକ୍ରମେ ହୋଇଯାଏ କାଳଜୟୀ । କଳାକାରଟି ଅମର ରହେ କାଳ କାଳକୁ । ସେଇଭଳି ଜଣେ ଯଶସ୍ୱୀ ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତି । ଯାତ୍ରା ତାଙ୍କର ଜୀବନ, ପଥ ତାଙ୍କର ପୃଥିବୀ । ନିରନ୍ତର ଅଗ୍ରଗତି, ନାହିଁ କ୍ଳାନ୍ତି, ଅବସାଦ । ଜୀବନରେ କେତେ କେତେ ଉତ୍]ଥାନ ପତନ । ନାନାଦି ବିଘ୍ନ ପ୍ରତିବନ୍ଧକ, ଆର୍ଥିକ ଅନଟନ । ଦୁର୍ବିସହ ଜୀବନ । ଥକି ପଡ଼ିନାହାନ୍ତି ସୁରେନ୍ଦ୍ର । ସଂଘର୍ଷରୁ ତାଙ୍କର ସାଧନା । ସାରସ୍ୱତ ତପସ୍ୟାରୁ ସିଦ୍ଧି । ପାଲଟିଛନ୍ତି ଜଣେ ପ୍ରଥିତଯଶା ସାହିତ୍ୟିକ । ସାମ୍ବାଦିକତା, ରାଜନୀତିରେ ତାଙ୍କର ଅମାପ ଖ୍ୟାତି । ଜୀବନ ଯନ୍ତ୍ରଣା ମଧ୍ୟରେ ସେ ଖୋଜିଛନ୍ତି ଦରଦୀ ମଣିଷଙ୍କୁ । ବୁଝିଛନ୍ତି ତାଙ୍କ ସୁଖ, ଦୁଃଖ, ହସ, କାନ୍ଦ, ଶୋଷଣ, ପେଷଣର ବ୍ୟଥା ବେଦନାକୁ । ସେଇମାନଙ୍କ ମୁହଁରେ ହସ ଫୁଟେଇବାର ପ୍ରୟାସ । ଏଥିରେ ସଫଳ ହୋଇଛନ୍ତି । ତାଙ୍କର ସାରସ୍ୱତ ସୃଷ୍ଟି ହୋଇଯାଇଛି ରସୋତ୍ତୀର୍ଣ୍ଣ । ରାଜନୀତି କ୍ଷେତ୍ରରେ ତାଙ୍କର ଏକ ନିଆରା ବିଚାର । ସତ୍ତାରେ ନାହିଁ ଆସ୍ଥା । ଆପଣା ଢଙ୍ଗରେ ନିର୍ବାଚନ ଲଢ଼ିଛନ୍ତି । କେବେ ଜିତାପଟ, କେବେ ନିର୍ବାଚନରେ ହାର୍ । ଗୋଟେପଟେ ଜନତା ଜନାର୍ଦ୍ଦନଙ୍କ ସେବା, ଆରପଟେ ସାମ୍ବାଦିକତାର ଖଡ଼ିପାଠ । ଗୋଟେ କଥାରେ କହିଲେ ସୁରେନ୍ଦ୍ର ଜଣେ ଲବ୍ଧପ୍ରତିଷ୍ଠ ସାହିତ୍ୟିକ, ଦକ୍ଷ ରାଜନୀତିଜ୍ଞ, ନିଷ୍କଳଙ୍କ ସାମ୍ବାଦିକ । ଏଇ ତିନିଟି କ୍ଷେତ୍ରରେ ତାଙ୍କର

Format:
Paperback
Language:
Oriya
ISBN:
1645603571
ISBN13:
9781645603573
Release Date:
February 2023
Publisher:
Black Eagle Books
Length:
202 Pages
Weight:
0.58 lbs.
Dimensions:
0.5″ × 5.5″ × 8.5″
Literary CriticismLiterary Criticism & Collections

Customer Reviews

0 customer ratings | 0 reviews
Write a Review

There are currently no reviews. Be the first to review this work.