Skip to content
Scan a barcode
Scan
Paperback Sphardhita Naree Swara: Kalajayee O Samakala Odia Kabita [Oriya] Book

ISBN: 1645602605

ISBN13: 9781645602606

Sphardhita Naree Swara: Kalajayee O Samakala Odia Kabita [Oriya]

ପ୍ରାଚୀନ ଓଡ଼ିଆସାହିତ୍ୟରେ ନାରୀକବିଙ୍କ ସଂଖ୍ୟା ସୀମିତ । ମାତ୍ର ସୁଖର କଥା ଯେ ଆଧୁନିକ ଯୁଗରେ ନାରୀଶିକ୍ଷାର ପ୍ରସାର ଘଟିବା ଫଳରେ ନାରୀକବିମାନଙ୍କର ସଂଖ୍ୟାରେ ବୃଦ୍ଧି ଘଟିଛି ଏବଂ ସେମାନଙ୍କର ଅବଦାନ ମଧ୍ୟ ଅବିସ୍ମରଣୀୟ । ଏଥିନିମନ୍ତେ ଊନବିଂଶ ଶତାବ୍ଦୀର ପତ୍ରପତ୍ରିକା ଏକ ପ୍ରଶସ୍ତ ମାର୍ଗଟିଏ ପ୍ରସ୍ତୁତ କରିଛି । ସାଂପ୍ରତିକ ସମୟରେ ଯଦିଓ ସୋସିଆଲ୍ ମିଡ଼ିଆ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ମାତ୍ର ପ୍ରକାଶନ ଜଗତର ଅବଦାନ ମଧ୍ୟ କିଛି କମ୍ ନୁହେଁ । ଉକ୍ତ ସଂକଳନରେ ପଞ୍ଚଦଶ ଶତାବ୍ଦୀରୁ ୧୯୮୫ ମସିହା ମଧ୍ୟରେ ଜନ୍ମିତ କବିମାନଙ୍କର କବିତାକୁ ସଂକଳନ ପରିସରଭୁକ୍ତ କରାଯାଇଛି । ସଂପ୍ରତି ନାରୀକବିଙ୍କର ସଂଖ୍ୟା ଆଦୌ ଗୌଣ ମନେହୁଏନା; ଯାହା ଓଡ଼ିଆ ସାହିତ୍ୟ ପାଇଁ ଅତ୍ୟନ୍ତ ଶୁଭଙ୍କର । ଉକ୍ତ ପୁସ୍ତକଟି ଗବେଷକ, ଛାତ୍ରଛାତ୍ରୀ ତଥା ପାଠକୀୟତା ହାସଲ କଲେ ଅନୁଗୃହୀତ ହେବି ।

Recommended

Format: Paperback

Condition: New

$18.29
Ships within 2-3 days
Save to List

Related Subjects

Poetry

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured