Skip to content
Scan a barcode
Scan
Paperback Shrimad Balmikiya Ramayan: Sundarakand: Sundarkand [Oriya] Book

ISBN: 1645603911

ISBN13: 9781645603917

Shrimad Balmikiya Ramayan: Sundarakand: Sundarkand [Oriya]

ମୋ ବାପା ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ମହର୍ଷୀ ବାଲ୍ମୀକିଙ୍କର ପ୍ରଣୀତ ସାତଖଣ୍ଡ ରାମାୟଣକୁ ଓଡ଼ିଆରେ ପଦ୍ୟାନୁବାଦ କରିଥିଲେ । କେବଳ ବାଳକାଣ୍ଡକୁ ୧୯୮୮ ମସିହାରେ ପ୍ରକାଶ କରିଥିଲେ ।

ବହୁ କାରଣ ସକାଶେ ଏ ପର୍ଯ୍ୟନ୍ତ ଅନ୍ୟ ୬ କାଣ୍ଡ ପ୍ରକାଶ ହୋଇପାରିନାହିଁ । ଇତିମଧ୍ୟରେ ଅଯୋଧ୍ୟାରେ ନୂତନ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ଓ ପ୍ରାଣ ପ୍ରତିଷ୍ଠା ସମ୍ପୂର୍ଣ୍ଣ ହୋଇଯାଇଛି । ବାପା ଲେଖିଥିବା ସୁନ୍ଦରକାଣ୍ଡ ପାଣ୍ଡୁଲିପି ଏହି ବର୍ଷ ରାମ ନବମୀ ତିଥିରେ ବ୍ଲାକ ଈଗଲ ବୁକ୍ସ ଦ୍ୱାରା ପୁସ୍ତକ ଆକାରରେ ପ୍ରକାଶିତ ହେବାକୁ ଯାଉଅଛି ।

ମୋର ମନେପଡ଼େ ବାପା ସପରିବାର ତାଙ୍କର ଗ୍ରାମ ଦାଧିମାଛଗାଡ଼ିଆକୁ ଖରାଛୁଟିରେ ରାମଲୀଳା ଦେଖିବାକୁ ଓଡ଼ିଶାର ବିଭିନ୍ନ ଯାଗାରୁ ଆସୁଥିଲେ । ବାପା ସତ୍ୟମାର୍ଗରେ ଏକ ରାମ ରାଜ୍ୟରେ ପ୍ରଜାମାନେ ଜୀବନଯାପନ କରିବା ବିଶ୍ୱାସ କରୁଥିଲେ । ତାଙ୍କ ଜୀବନ କାଳରେ ସେ ଶ୍ରୀରାମଙ୍କ ଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ । ସେ ବିଶ୍ୱାସ କରୁଥିଲେ ଯେ ଶ୍ରୀରାମଙ୍କ ସାମ୍ରାଜ୍ୟ ସମଗ୍ର ଭାରତୀୟ ଉପଦ୍ୱୀପରେ ବିସ୍ତାର କରିଥିଲା । ସେ ରାମ ଶାସନ କରିଥିବା ଯାଗାଗୁଡ଼ିକର ଏକ ହାତଟଣା ନମୁନା ମାନଚିତ୍ର ତିଆର କରି ଏକ ସଠିକ ମାନଚିତ୍ର ପାଇଁ ପାଠକମାନଙ୍କୁ ଆମନ୍ତ୍ରଣ କରିଥିଲେ । ବାଳକାଣ୍ଡର ଅଗ୍ରଭାଗରେ ସେ ନିଜ ବିଷୟରେ, ସତ୍ୟ ଆଉ ରାମଭକ୍ତି ଉପରେ ପ୍ରାଞ୍ଜଳ ଭାବେ ନିଜର ମତ ପ୍ରକାଶ କରିଛନ

Recommended

Format: Paperback

Condition: New

$20.00
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured