Skip to content
Scan a barcode
Scan
Paperback Satyakama [Oriya] Book

ISBN: 164560893X

ISBN13: 9781645608936

Satyakama [Oriya]

ଏହା ଭାରତର ଜଣେ ପ୍ରଧାନ ଦାର୍ଶନିକ ଓ ତାଙ୍କ ଉତ୍ତରସାଧକଙ୍କ ଜୀବନ ଉପରେ ଆଧାରିତ ଏକ ଉପନ୍ୟାସ। ଏଣୁ ଅନେକ ଦାର୍ଶନିକ ବିଷୟର ଆଲୋଚନା ଅବଶ୍ୟମ୍ଭାବୀ ହୋଇପଡ଼ିଛି। ଅବଶ୍ୟ ମୋ ପକ୍ଷରେ ଏହା ଅନଧିକାର ଚର୍ଚ୍ଚା ହେଲେ ମଧ୍ୟ ସେଥିରୁ ମୁକୁଳି ଯିବାର ଉପାୟ ନାହିଁ। ଏସବୁ ବିଷୟ ନାନାଦି ପୁସ୍ତକରୁ ସଂଗୃହୀତ। ଅସୁରମାନଙ୍କର ଦର୍ଶନ ବିଷୟରେ ଅନେକ କିଛି ତଥ୍ୟ ତ ଉପନିଷଦମାନଙ୍କରୁ ମିଳେ। ଜରାଥୁଷ୍ଟ୍ରମତ ବା ତଙଜଇଝଞଜଓଇଘଓଝଗ ପାରସ୍ୟରେ ମୁସଲମାନ ଆକ୍ରମଣ ଯୋଗୁଁ ଲୋପ ପାଇଲା ପରେ ଭାରତରେ ପାର୍ଶୀ ସମ୍ପ୍ରଦାୟ ମଧ୍ୟରେ ଜୀବିତ ଅଛି। ସେ ବିଷୟରେ ଅଧିକାଂଶ ତଥ୍ୟ ମୋର ପାର୍ଶୀ ବନ୍ଧୁ ଓ ସହକର୍ମୀମାନଙ୍କ ଠାରୁ ସଂଗୃହୀତ। --ଉମାକାନ୍ତ ମହାପାତ୍ର

Recommended

Format: Paperback

Condition: New

$18.29
Ships within 2-3 days
Save to List

Related Subjects

Fiction Literature & Fiction

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured