Skip to content
Scan a barcode
Scan
Paperback Paritranaya Sadhunam [Oriya] Book

ISBN: 1645607798

ISBN13: 9781645607793

Paritranaya Sadhunam [Oriya]

"ପରିତ୍ରାଣାୟ ସାଧୁନାମ୍]' ତେରଟି ହାସ୍ୟରସାତ୍ମକ, କଳ୍ପନା ରୂପାନ୍ତରିତ ଗଳ୍ପରେ ସଂକଳିତ ରଚନା; ଯାହାର କିଛି ଗଳ୍ପ The Odisha Society of the Americas (OSA) ମାଗାଜିନ୍]ରେ ବିଭିନ୍ନ ସମୟରେ ପ୍ରକାଶିତ ହୋଇଅଛି। ତଦାନୀନ୍ତନ ଅନୁଭୂତି ଓ କଳ୍ପନାରେ ଆଧାରିତ ଗଳ୍ପ ସମୂହ ପାଇଁ ମୁଁ ମୋର ଅନେକ ସ୍ୱର୍ଗତଃ ଏବଂ ବର୍ତ୍ତମାନର ବନ୍ଧୁମାନଙ୍କ ପାଖରେ କୃତଜ୍ଞ। ଅଳ୍ପ କିଛି ଗଳ୍ପ ନେଇ ଏହି ପୁସ୍ତକର ପ୍ରଥମ ମୁଦ୍ରଣ ପ୍ରକାଶନ ୨୦୦୫ ମସିହାରେ ସ୍ୱର୍ଗତ ଡ. କାର୍ତ୍ତିକେଶ୍ୱର ପାତ୍ର (ବାଲେଶ୍ୱରର ପୂର୍ବତନ ଏମ୍]ପି)ଙ୍କ ପ୍ରେରଣା ଓ ଆନୁକୂଲ୍ୟରେ ଦୀନକୃଷ୍ଣ ସ୍ମୃତି ପରିଷଦ ତରଫରୁ ଏବଂ ଦୀନକୃଷ୍ଣ କଲେଜର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ବିପିନ ବିହାରୀ ବିଶ୍ୱାଳଙ୍କ ସହଯୋଗରେ ହୋଇଥିଲା; ଯାହାଙ୍କୁ ମୋର ବିଶେଷ ଧନ୍ୟବାଦ ଏବଂ ପ୍ରଚ୍ଛଦର ମୂଳରୂପ ଡିଜାଇନର୍ ଅଶୋକ ମହାନ୍ତି (ଭଦ୍ରକ) ଏବଂ ତାହାର ରୂପାନ୍ତର ନିମନ୍ତେ ଶ୍ରୀ ଅଶୋକ ପରିଡ଼ାଙ୍କୁ ଅଶେଷ ଧନ୍ୟବାଦ ଓ ପୁସ୍ତକର ପୁନଃପ୍ରକାଶ ନିମନ୍ତେ ପାଇଁ ମୁଁ ଶ୍ରୀ ସତ୍ୟ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞ। "Teachers live in Eternity" ସ୍ୱର୍ଗତଃ କାର୍ତ୍ତିକେଶ୍ୱର ପାତ୍ର ଥିଲେ ସେମିତି ଜଣେ ଉଦାର ଶିକ୍ଷକ ଓ ପଥପ୍ରଦର୍ଶକ। ତେଣୁ ଏହି ମୁଦ୍ରଣର ବହିଟିକୁ ସ୍ୱର୍ଗତ କାର୍ତ୍ତିକେଶ୍ୱର ପାତ୍ରଙ୍କ ସ୍ମୃତିରେ ପାଠକଗଣଙ୍କୁ ତର୍ପଣ କରୁଛି।

--ଡକ୍ଟର ନାରାୟଣ ଚନ୍ଦ୍ର ରଥ, ଫେଏଟିଭିଲ, ଆରକନ୍ସା, ୨୦୨୫

Recommended

Format: Paperback

Condition: New

$16.48
Ships within 2-3 days
Save to List

Related Subjects

Fiction Literature & Fiction

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured