Skip to content
Scan a barcode
Scan
Paperback Muhurta [Oriya] Book

ISBN: 164560750X

ISBN13: 9781645607502

Muhurta [Oriya]

ଏହି ସଂକଳନର ପ୍ରାୟ ଗପ ଲଘୁ ଗଳ୍ପ ଶ୍ରେଣୀଭୁକ୍ତ ଅଳ୍ପରେ ଅନେକ କଥା କହିବାକୁ ଚେଷ୍ଟା କରିଛି କିଛି ଦୀର୍ଘ ଗଳ୍ପ ମଧ୍ୟ୍ୟ ରହିଛି ମୋ କଲେଜ ସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ଲିଖିତ ଏହି ଗପ ଗୁଡିକ ଆଶା କରୁଛି ପାଠକଙ୍କ ହୃଦୟକୁ ଛୁଇଁବ ସଂକଳନରେ ସ୍ଥାନିତ ଗପଗୁଡିକ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ତନ୍ମଧ୍ୟରୁ କଥା, ନବନିତା, ରାଜଭୂମି, ସାମ୍ନା, ମହୁରୀ, ମୁକୁର, ବନଫୁଲ, ବାତାୟନ,ପ୍ରେମ, ସୀମାନ୍ତ,ବୈଶିଷ୍ଟ୍ୟ, ଶୋଭନା, ସମ୍ବାଦ, ଧରିତ୍ରୀ ସାହିତ୍ୟୟାନ, ସେଇଠୁ ଆରମ୍ଭ, ସୂର୍ଯ୍ୟପ୍ରଭା, ସକାଳ, ସଂଚାର, ସର୍ବସାଧାରଣ, ପ୍ରଗତିବାଦୀ, ନିତିଦିନ ଅନ୍ୟତମ ଉକ୍ତ ପତ୍ରପତ୍ରିକାର ସମ୍ପାଦକଙ୍କୁ ହୃଦୟର ସହିତ ମୋର ଧନ୍ୟବାଦ ଓ କୃତଜ୍ଞତା ଗପଟି ପଢି ବହୁ ଦୂରଦୂରାନ୍ତରୁ ଫୋନ ମାଧ୍ୟମରେ ଶୁଭେଚ୍ଛା ଜଣାଉଥିବା ମୋର ପ୍ରତ୍ୟେକ ପାଠକ ପାଠିକାଙ୍କୁ ଆନ୍ତରିକ ଧନ୍ୟବାଦ ମୋ ସୃଜନଶୀଳ ଯାତ୍ରାରେ ଏହା ସର୍ବଦା ମତେ ପ୍ରୋତ୍ସାହିତ କରିବ ---ସୁଚରିତା ବେହେରା

Recommended

Format: Paperback

Condition: New

$16.48
Ships within 2-3 days
Save to List

Related Subjects

Fiction Literature & Fiction

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured