Skip to content
Scan a barcode
Scan
Paperback Likhana Srujana Samalochana Anubidhi [Oriya] Book

ISBN: 164560456X

ISBN13: 9781645604563

Likhana Srujana Samalochana Anubidhi [Oriya]

ବିଖ୍ୟାତ ବଙ୍ଗଳା ଲେଖକ ଶରତଚନ୍ଦ୍ର କହିଥିଲେ, 'ପାଦ ନଥିଲେ ଚାଲି ହୁଏ, କିନ୍ତୁ ହାତ ଥିଲେ ଲେଖି ହୁଏ ନାହିଁ ।' ଏଠି ଶରତଚନ୍ଦ୍ର ଯେଉଁ ଉଦ୍ଦେଶ୍ୟ ରଖି 'ଲେଖିବା' ଶଦ୍ଦ ବ୍ୟବହାର କରିଥିଲେ ତାହା ହେଲା ଅର୍ଥପୂର୍ଣ୍ଣ ଲେଖା ଲେଖିବା, ନିଜର ଭାବକୁ ସମର୍ଥ ଢଙ୍ଗରେ ପ୍ରକାଶ କରିବା । ସମର୍ଥ ଲେଖା ପାଇଁ କେବଳ ମେଧା ଯଥେଷ୍ଟ ନୁହେଁ । ବହୁ ଜ୍ଞାନୀ ଓ ମେଧାବୀ ଅଛନ୍ତି ଯେଉଁମାନେ ସରଳ କଥାକୁ ଜଟିଳ କରିପକାଇଥାଆନ୍ତି । ସେହିପରି ସାଧାରଣ ସ୍ତରର ପାଠ ପଢ଼ିଥିବା ବହୁ ବ୍ୟକ୍ତି ଅଛନ୍ତି ଯେଉଁମାନେ ଗୁଢ଼ ରହସ୍ୟକୁ ମଧ୍ୟ ସହଜ ଓ ସରଳ ଭାବରେ ପ୍ରକାଶ କରିପାରନ୍ତି । ଭାବପ୍ରକାଶର ସ୍ୱଚ୍ଛତା ସବୁଠାରୁ ବଡ଼ କଥା । ସାଧାରଣ ନାଗରିକଙ୍କ ଉଦ୍ଦେଶ୍ୟରେ ଲିଖିତ ଖଣ୍ଡିଏ ନୋଟିସ ବା ନିର୍ଦ୍ଦେଶନାମା ଯଦି ସଂପୃକ୍ତ ଲୋକଙ୍କ ପାଇଁ ଅବୋଧ୍ୟ, ଦୁର୍ବୋଧ୍ୟ ରହିଯାଏ ତାହାହେଲେ ଲିଖନର ମୂଳ ଉଦ୍ଦେଶ୍ୟ ବ୍ୟର୍ଥ ହେଲା ବୋଲି ବୁଝିବାକୁ ହେବ । ସାହିତ୍ୟ ରଚନା କ୍ଷେତ୍ରରେ ଭିନ୍ନ ଭିନ୍ନ ସର୍ଜନଶୀଳ ଲେଖକ ଲେଖିକାଙ୍କ କେତେକ ବିଶେଷତ୍ୱ ଆମେ ଦେଖିଥାଉ । ଏହା ସତ୍ତ୍ୱେ ସେମାନଙ୍କ ଲେଖାର ଭାବ ପାଠକଙ୍କୁ ଛୁଇଁବା ଆଶା କରାଯାଇଥାଏ । ଅନ୍ୟପକ୍ଷରେ ଦାପ୍ତରିକ ଚିଠିପତ୍ର ପରି ଗଣମାଧ୍ୟମର ଭାଷା ଓ ରଚନାଶୈଳୀ ସର୍ବବୋଧ୍ୟ ଏବଂ ସହଜ ହେବା ବାଞ୍ଛନୀୟ । ଗୋଟିଏ ପଟେ ଲେଖାର ଅର୍ଥକୁ ସମସ୍ତେ ବୁଝିବେ ଓ ଅନ୍ୟପଟେ ଲେଖାଟି ମୌଳିକ ମନେ ହେବ - ଏ ଦୁଇଟି ଭିତରେ ସମନ୍ୱୟ ରକ

Recommended

Format: Paperback

Condition: New

$16.48
Ships within 2-3 days
Save to List

Related Subjects

Art Arts, Music & Photography

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured