Skip to content
Scan a barcode
Scan
Paperback Gotie Janmara Kabita [Oriya] Book

ISBN: 1645608921

ISBN13: 9781645608929

Gotie Janmara Kabita [Oriya]

ଗୋଟିଏ ଜନ୍ମର କବିତା ହେଉଛି ମଣିଷ ହୃଦୟର ତାଳ, ଲୟ ଓ ଛନ୍ଦର ଶବ୍ଦସମ୍ଭାର। କଳ୍ପନାମୟୀଙ୍କ କବିତାଗୁଡ଼ିକରେ ସାର୍ବଜନୀନ ଆବେଗ-ପ୍ରେମ, ପ୍ରତୀକ୍ଷା, ଆଶା, ନିରାଶା, ମିଳନ, ବିରହ, ଉତ୍]ଥାନ, ପତନ, ଉତ୍ତରଣର ଚିତ୍ର ପାଠକର ଚିତ୍ତକୁ ଧରିରଖେ। ତାଙ୍କର କବିତା ସାବଲୀଳ ଭାବେ ପାର୍ଥିବରୁ ସ୍ୱର୍ଗୀୟ ଭାବନା ପଥରେ ଗତିଶୀଳ। ଅପାର୍ଥିବର ଅନ୍ୱେଷଣ କବିତାଗୁଡ଼ିକର ଅନ୍ତଃସ୍ୱର। ସରଳ, ସୁନ୍ଦର, ସାବଲୀଳ ପ୍ରକାଶରେ କବିତାଗୁଡ଼ିକ ଭାଷା ଓ ଭୂଗୋଳକୁ ଅତିକ୍ରମ କରିପାରେ। ପ୍ରତ୍ୟେକଟି କବିତାରେ ମଣିଷର ହୃତ୍]ସ୍ପନ୍ଦନ ପଢ଼ିହୁଏ। ଡାୟାସ୍]ପୋରା ଓଡ଼ିଆ ଲେଖିକା କଳ୍ପନାମୟୀ ଦାଶ ଓଡ଼ିଆ କାବ୍ୟଜଗତକୁ ଋଦ୍ଧିମନ୍ତ କରିଛନ୍ତି କବିତା ମାଧ୍ୟମରେ। ଭାରତୀୟ ସଂସ୍କୃତି ଓ ଓଡ଼ିଆ ମାଟିର ବାସ୍ନା କବିତାଗୁଡ଼ିକର ପଦେ ପଦେ ଆଘ୍ରାଣ କରିହୁଏ। ଏହା କେବଳ ଏକ କବିତା ସଂକଳନ ନୁହେଁ, ବରଂ ମଣିଷର ହୃଦୟଯାତ୍ରାର ଗାଥା ଯାହା ପ୍ରେମ, ବିଶ୍ୱାସ, ସମର୍ପଣ ଏବଂ ମାନବୀୟ ଚେତନାର ଦର୍ପଣ। ପାଠକମାନେ କବିତାଗୁଡ଼ିକର ଛତ୍ରେ ଛତ୍ରେ ନିଜ ହୃଦୟକୁ ଆବିଷ୍କାର କରିବେ ଓ କବିତାମନସ୍କ ହେବେ। କଳ୍ପନାମୟୀ ବିଦେଶମାଟିରେ ରହି ଓଡ଼ିଆଭାଷାରେ ଏପରି ଏକ ସୁନ୍ଦର କବିତା ସଂକଳନ ଉପହାର ଦେଇଥିବାରୁ ଜଣେ ଓଡ଼ିଆ ଭାବରେ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି। --ଡ. ଆଦ୍ୟାଶା ଦାସ (Professor and Amazon Bestselling Author)

Recommended

Format: Paperback

Condition: New

$16.48
Ships within 2-3 days
Save to List

Related Subjects

Poetry

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured