Skip to content
Scan a barcode
Scan
Paperback Coronakala [Oriya] Book

ISBN: 1645602761

ISBN13: 9781645602767

Coronakala [Oriya]

" କରୋନା କାଳ" ବହିଟି ଡ ସୁମିତ୍ରା ମିଶ୍ରକଂର ପ୍ରଥମ ଏକାଙ୍କିକା ସଂକଳନ ।ଏଥିରେ ସନ୍ନିବେଶିତ ମାତ୍ର ଚାରି ଟି ଏକାଙ୍କିକା।ସବୁଗୁଡିକ କରୋନା ସମୟର ବିଭିନ୍ନ ପରିସ୍ଥିତିର ବାସ୍ତବ ଚିତ୍ର ବହନ କରେ!!

କରୋନା ମହାମାରୀ କାଳରେ ବୟସ, ଜାତି, ଧର୍ମ, ବର୍ଣ୍ଣ ଅବଶେଷ ରେ ସମସ୍ତେ ରୋଗ ଓ ମୃତ୍ୟୁକୁ ବିଭିନ୍ନ ରୂପରେ ସାମ୍ନା କରିଛନ୍ତି। ଏହି ପୀଡ଼ା ଲେଖିକା ବିଭିନ୍ନ ଘଟଣା ଓ ଚରିତ୍ର ମାଧ୍ୟମରେ ପ୍ରକାଶ କରିଛନ୍ତି ଏହି ନାଟକଗୁଡ଼ିକ ରେ!

କରୋନା ଉପରେ ଲେଖିକାଙ୍କ ର ଦୁଇଟି ଗଳ୍ପ " କରୋନା କବଳେ" ଓ " କରୋନା କାଳୀକା", ଗୋଟିଏ କବିତା ବହି " କରୋନା କଷଣ" ପ୍ରକାଶିତ ହୋଇ ସାରିଛି।

Recommended

Format: Paperback

Condition: New

$14.66
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured