Skip to content
Scan a barcode
Scan
Paperback ଆଦ୍ୟାଶା (Adyasha) [Oriya] Book

ISBN: 9395374950

ISBN13: 9789395374958

ଆଦ୍ୟାଶା (Adyasha) [Oriya]

About the Book:

"ଆଦ୍ୟାଶା" ପୁସ୍ତକଟି ସମୁଦାୟ ବାଇଶିଟି ଗଳ୍ପର ସମାହାର l ଗଳ୍ପଗୁଡ଼ିକ ବିଭିନ୍ନ ମିଶ୍ର ଭାବଧାରା ସମ୍ବଳିତl ପିଲାଦିନର ଆଈମା କାହାଣୀଠୁଁ ଆରମ୍ଭ କରି ପରିପକ୍ୱ ବୟସର ପ୍ରତ୍ୟକ୍ଷ ଓ ପରୋକ୍ଷ ଅନୁଭୂତିରେ ପରିପୁଷ୍ଟ l

ଏହା ସ୍ୱକୀୟ କଳ୍ପନା ଏବଂ ବାସ୍ତବ ଦର୍ଶନର ଫେଣ୍ଟାଫେଣ୍ଟି ଏକ ଅଭିନଵ ପ୍ରୟାସ ଯାହା ଲିପିବଦ୍ଧ ହୋଇଛି ଲେଖନୀ ମୁନରେ ଆଉ ପ୍ରିୟ ପାଠକ ପାଠିକାମାନଙ୍କ ସମ୍ମୁଖରେ ପରିବେଶିତ ହୋଇଛି ଆକାଶ ଜାଲ ମାଧ୍ୟମରେ ଅଙ୍ଗୁଳି ମୁନରେ ଯେଉଁଗୁଡ଼ିକ ପଠନ କ୍ରମରେ ସେମାନଙ୍କ ସାହିତ୍ୟ ମନସ୍କତାକୁ ସୁଚାରୁରୂପେ ପରିପୁଷ୍ଟ କରିବ ବୋଲି ଆମର ଦୃଢ଼ ଆତ୍ମପ୍ରତ୍ୟୟ l

About the Author:

ସାହିତ୍ୟ ଏକ ସାରସ୍ୱତ ବରଦାନl ଜନ ମନ ଅନୁରାଗୀ l ମଣିଷର ଜୀବନ ଦୁଃଖ ସୁଖ ସ୍ନେହ ଘୃଣା କ୍ରୋଧ ଇତ୍ୟାଦି ଗୁଣ ଓ ଅଵଗୁଣର ଖଣିl ସେଗୁଡ଼ିକ ସାହିତ୍ୟର ଏକ ଏକ ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ l

ସାହିତ୍ୟ ମଣିଷର ବିଷାକ୍ତ ଜୀବନରେ ଅମୃତର ଧାରା ବର୍ଷଣ କରି ତା'ର ମନପ୍ରାଣରେ ପୁନର୍ବାର ଭରିଦିଏ ସତେଜତାl ସାହିତ୍ୟ ଶୁଷ୍କ ମରୁଭୂମିରୂପୀ ମଣିଷ ମନରେ ମରୁଦ୍ୟାନ ପ୍ରତିଷ୍ଠା କରି ତା'ର ମାନବୀୟ କୋଷଗୁଡ଼ିକୁ ମଧୁରତା ସହିତ କରିଥାଏ କ୍ରିୟାଶୀଳl ଏହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ଅବଧୂତ ପ୍ରସାଦ ପଣ୍ଡାଙ୍କ ଦ୍ୱାରା ଲିଖିତ "ଆଦ୍ୟାଶା" ନିଶ୍ଚୟ ପ୍ରତ୍ୟେକ ଓଡ଼ିଆ ସାହିତ୍ୟପ୍ରେମୀ ଜନମାନସରେ ଆଦୃତ ହେବ ବୋଲି ଆମ୍ଭର ପୂର

Recommended

Format: Paperback

Condition: New

$15.56
Ships within 2-3 days
Save to List

Related Subjects

Fiction Teen & Young Adult

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured