Skip to content
Scan a barcode
Scan
Paperback Shakti Upasana O Baidika Debi Tatwa [Oriya] Book

ISBN: 1645606031

ISBN13: 9781645606031

Shakti Upasana O Baidika Debi Tatwa [Oriya]

ଆଲୋଚିତ ପୁସ୍ତକ "ଶକ୍ତି ଉପାସନା ଓ ବୈଦିକ ଦେବୀତତ୍ତ୍ୱ" ହେଉଛି ବିଜ୍ଞ ପାଠକମାନଙ୍କ ନିମନ୍ତେ ମୋର ଷଷ୍ଠ ଉପହାର । ପୂର୍ବ ପାଞ୍ଚଗୋଟି ପୁସ୍ତକ ସୁଧୀ ପାଠକମାନଙ୍କ ଦ୍ୱାରା ବହୁଳ ଆଦୃତି ଲାଭ କରିବା ପରେ ଏହି ଗ୍ରନ୍ଥର ସଂକଳନ ସକାଶେ ମୁଁ ଉତ୍ସାହିତ ହୋଇଥିଲି । ଏଥି ମଧ୍ୟରେ ବିସ୍ତୃତ ଭାବରେ ଉପରୋକ୍ତ ବିଷୟବସ୍ତୁ ଗୁଡ଼ିକ ଆଲୋଚିତ ହେବା ସଂଗେ ସଂଗେ ବେଦ ପୁରାଣରେ ଉଲ୍ଲିଖିତ ଦେବୀତତ୍ତ୍ୱ ଓ ଶାକ୍ତ ଉପାସନା ବିଷୟକ ଗଭୀର ଜ୍ଞାନ ସମୂହର ସନ୍ନିବେଶ କରାଯାଉଛି, ଯାହା ପିଢ଼ି ପରେ ପିଢ଼ି ଆମର ଭାବି ବଂଶଧର ମାନଙ୍କୁ ସଂସ୍କାର ଯୋଗାଇ ଚାଲିବ ।

Recommended

Format: Paperback

Condition: New

$24.00
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured