Skip to content
Scan a barcode
Scan
Paperback Saitanara Tribhuja [Oriya] Book

ISBN: 164560859X

ISBN13: 9781645608592

Saitanara Tribhuja [Oriya]

ଚିତ୍ତରଞ୍ଜନ ପଟ୍ଟନାୟକ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ ସେବାନିବୃତ୍ତ ହୋଇ ଅନୁବାଦ କାର୍ଯ୍ୟରେ ଏବଂ ଲେଖାଲେଖିରେ ମନୋନିବେଶ କରିଛନ୍ତି। ତାଙ୍କର ତିନୋଟି ଅନୁବାଦ ପୁସ୍ତକ (ଓଡ଼ିଆରୁ ଇଂରାଜୀ) ହେଲା- 'ଦି ନ୍ୟୁ ହରାଇଜନ', 'ଗୁରୁଜୀ ଡ.ଚନ୍ଦ୍ରଭାନୁ ଶତପଥୀ- ଏ ୟୁନିକ୍ ପର୍ସନାଲିଟି' ଏବଂ 'ଦି ସାଉଣ୍ଡ ଅଫ୍ ସାଇଲେନ୍ସ'। ଇଂରାଜୀରୁ ଓଡ଼ିଆ ଅନୁବାଦ- 'ଦଶ ଶିଖଗୁରୁ-ଜୀବନୀ ଓ ଦର୍ଶନ' ପୁଣି ହିନ୍ଦିରୁ ଓଡ଼ିଆ ଅନୁବାଦ ପୁସ୍ତକଟି ହେଉଛି 'ଲବଙ୍ଗ' ତାଙ୍କର ସଫଳ କୃତି। 'ଜୀବନ ପରେ ଜୀବନ' ପ୍ରକାଶ ପାଇବା ପରେ ଏବେ ପ୍ରକାଶ ପାଇଛି ଅନେକ ଅସମାହିତ ପ୍ରଶ୍ନର ଗନ୍ତାଘର 'ସୈତାନର ତ୍ରିଭୁଜ' ଯାହା ପାଠକଙ୍କ ମନ ଓ ପ୍ରାଣକୁ ଉତ୍ସୁକତାରେ ଆନ୍ଦୋଳିତ କରିବ ଏଥିରେ ସନ୍ଦେହ ନାହିଁ। ଏହି ଭିନ୍ନ ସ୍ୱାଦର ପୁସ୍ତକ ପାଠକମାନଙ୍କ ଦ୍ୱାରା ଆଦୃତ ହେବ ବୋଲି ଆଶା କରାଯାଉଛି।

Recommended

Format: Paperback

Condition: New

$18.29
Ships within 2-3 days
Save to List

Related Subjects

History

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured