Skip to content
Scan a barcode
Scan
Paperback Prema Eka Prajati [Oriya] Book

ISBN: 9390528488

ISBN13: 9789390528486

Prema Eka Prajati [Oriya]

"ପ୍ରେମ ଏକ ପ୍ରଜାପତି" କେବେ ଗପଟିଏ କହିଲେ ସତ ପରି ଲାଗେ, କେବେ ସତ କଥାଟିଏ କହିଲେ, ଗପ ପରି ଲାଗେ । ସତ ଆଉ ଗପ ଭିତରେ ବେଶି କିଛି ଫରକ୍ ନଥାଏ । ଯାହା ମୋ ପାଇଁ ସତ, ହୁଏତ ଆପଣଙ୍କୁ ଗପ ପରି ଲାଗିପାରେ । ଯାହା ଆପଣଙ୍କୁ ସତ, ତାହ ଶୁଣିବା ଲୋକକୁ ଗପ ପରି ଲାଗିପାରେ । ଅସଲ କଥା ହେଲା ଗପ ଆଉ ସତ ଭିତରେ ବେଶି କିଛି ଫରକ ନଥାଏ । ସବୁ ଗପ କେବେନା କେବେ କାହା ଜୀବନରେ ସତରେ ଘଟିଥାଏ । ସୁଫି ସନ୍ଥ 'ରୁମି'ଙ୍କ ଭାଷାରେ " ପ୍ରେମ ମୋର ଧର୍ମ ଏବଂ ସମସ୍ତଙ୍କ ହୃଦୟ ମୋ ପାଇଁ ମନ୍ଦିର" । ପ୍ରେମର ପରିଭାଷା ଆଜି ଯାଏ କେହିବି ସଠିକ୍ ଭାବେ ପରିଭାଷିତ କରିପାରିନି, କରିବା ମଧ୍ୟ ସମ୍ଭବ ନୁହେଁ । ପ୍ରେମ, କେତେ ପବିତ୍ର ଅବା କେତେ ପାପ, ପ୍ରେମ ଜୀବନ ପାଇଁ ବରଦାନ, ଅବା ଯକ୍ଷ ଅଭିଶାପ ? ସମର୍ପଣ ରାଧା ପ୍ରେମେ ଅବା, ମୀରାର ପ୍ରେମରେ ? କଣ ବା ଉଣାଥିଲା ସତ୍ୟଭାମା ପ୍ରେମେ, ପରିଣୀତା ପତ୍ନୀ ଭୂମିକାରେ ? ପ୍ରେମ କେବଳ ଏକ ଅନୁଭବ, ଯାହାକୁ କଥାରେ ବର୍ଣ୍ଣନା କରିହୁଏନି, କେବଳ ପ୍ରେମ କରିକି ପ୍ରେମକୁ ଜାଣିହୁଏ । କାହାକୁ ରସଗୋଲାର ସ୍ୱାଦ ମିଠା ବୋଲି କଥାରେ କହି ବୁଝେଇ ହେବନି, କିନ୍ତୁ ରସଗୋଲାଟିଏ ଖୁଆଇ ଦେଲେ ସୁଆଦ ବିଷୟରେ କହିବାର ଆବଶ୍ୟକତା ହୁଏନି । "ପ୍ରେମ ଏକ ପ୍ରଜାପତି" ଗଳ୍ପ ସଂକଳନ ମାଧ୍ୟମରେ ମୁଁ ପାଠକମାନଙ୍କୁ ପ୍ରେମର ରସଗୋଲା ଖୁଆଇବାର ପ୍ରୟାସ କରିଛି । ଆପଣମାନେ ଗଳ୍ପଗୁଡିକ ପଢ଼ିଲେ ହୁଏତ ପ୍ରେମର ପରିଭାଷା ସମ୍ପର୍କରେ କିଛି ଅନୁମାନ ଲଗାଇ ପାରିବେ । ବିନୟ &

Recommended

Format: Paperback

Condition: New

$18.28
Ships within 2-3 days
Save to List

Related Subjects

Fiction Literature & Fiction

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Notice | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured