Skip to content
Scan a barcode
Scan
Paperback Prayogika Uttara Samrachanabada banam Odia Sahitya [Oriya] Book

ISBN: 1645602249

ISBN13: 9781645602248

Prayogika Uttara Samrachanabada banam Odia Sahitya [Oriya]

ଆମ ସର୍ଜନଶୀଳ ଲେଖକମାନେ କାଳେ କାଳେ ବହୁମୁଖୀ । ସେ ସାରଳା ଦାସ ହୁଅନ୍ତୁ ବା ଫକୀରମୋହନ ବା ଗୋପିନାଥ ବା ମନୋଜ ବା ୧୯୬୦ ପରବର୍ତ୍ତୀ ଯେ କେହି ବି । ଏମାନେ ନିଜ ନିଜ ସମକାଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାହିତ୍ୟ ରଚିଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ପରୀକ୍ଷଣପ୍ରବଣ । ତେବେ ୧୯୬୦ ପରବର୍ତ୍ତୀ ସାହିତ୍ୟସର୍ଜନାସମୂହର ଆକଳନ ବିଶ୍ୱସାହିତ୍ୟ ତଥା ବିଶ୍ୱସାହିତ୍ୟ ସମାଲୋଚନା ସହିତ ସମତାଳିତ କରାଇ ବୋଧହୁଏ ଠିକ୍ ଭାବରେ ଏଯାବତ୍ ପରିବେଷଣ କରାଯାଇ ନାହିଁ । କେବଳ ୧୯୬୦ ରୁ ୧୯୭୦ ମଧ୍ୟରେ ଓଡ଼ିଆ ସାହିତ୍ୟରେ କୁମାର, କୃଷ୍ଣଚରଣ, ସୁରେନ୍ଦ୍ର, ମନୋରଞ୍ଜନ, ଗୋବିନ୍ଦ, ରମେଶ, ଗୋପିନାଥ, ବିଜୟ, ସଚ୍ଚିଦାନନ୍ଦ, ବିନୋଦଚନ୍ଦ୍ର, ଅନନ୍ତ, ରମାକାନ୍ତ, ସୀତାକାନ୍ତ, ଚନ୍ଦ୍ରଶେଖର, ଶାନ୍ତନୁମାନେ ଯେଭଳି ପରୀକ୍ଷାମଗ୍ନ ଏବଂ ପ୍ରୟୋଗମଗ୍ନ ହେଇ ସାଧନାମଗ୍ନ ହେଇଛନ୍ତି, ସେତିକିରେ ଆମେ ଉତ୍ତର-ସଂରଚନାବାଦୀ ବା ଉତ୍ତର- ଆଧୁନିକତାବାଦୀ ବିଶ୍ୱ ସାହିତ୍ୟ ଧାରା ସହିତ ସମତାଳ ଏବଂ ସମକାଳ ହୋଇ ସ୍ୱକୀୟ ସ୍ୱାତନ୍ତ୍ର]୍ୟ ଲଭିଛୁ କହିଲେ ଅତିକଥନ ହେବ ନାହିଁ । ସେଥିପାଇଁ ଗବେଷଣା ବହୁ ପରିତଳୀୟତା ଅର୍ଜନ କରୁ । ତହିଁରେ ଆମ ସେନ୍ସ ଅଫ୍ ସେଲ୍ଫ୍ ଏବଂ ଆଇଡେଣ୍ଟିଟିକୁ ବି ଚିହ୍ନଟ କରାଯାଉ । ଗବେଷଣା କ୍ଷେତ୍ରରେ ଏକପାଖିଆ କିମ୍ବା ଏକଦେଶଦର୍ଶିଆ ମାନସିକତାକୁ ପରିହାର କରାଯାଉ । ଫଳରେ ଆମ ଭାଷା ସାହିତ୍ୟର ଲେଖକଲେଖିକାମାନଙ୍କ ଅନାବିଷ୍କୃତ ĝ

Recommended

Format: Paperback

Condition: New

$16.48
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks® and the ThriftBooks® logo are registered trademarks of Thrift Books Global, LLC
GoDaddy Verified and Secured