Skip to content
Scan a barcode
Scan
Paperback Prathama Arghya [Oriya] Book

ISBN: 1990494048

ISBN13: 9781990494048

Prathama Arghya [Oriya]

ଜଗତର ନାଥ ଜଗନ୍ନାଥଙ୍କ ପ୍ରତି ଉତ୍ସର୍ଗୀକୃତ ଭାବରୁ ପ୍ରତିଦିନ ଡ. ଜୟଶ୍ରୀ ନନ୍ଦ ଙ୍କ ହୃଦୟକାନନରେ ପ୍ରସ୍ଫୁଟିତ ହୁଏ ଭକ୍ତିଭାବର କୁସୁମଟିଏ ଯାହା ରୂପନିଏ ଭକ୍ତିଭାବାତ୍ମକ କବିତାଟିଏ ହୋଇ । ସେହି କବିତା ଗୁଡ଼ିକର ଗୁଛ ଆଜି ଜୟଶ୍ରୀଙ୍କର "ପ୍ରଥମ ଅର୍ଘ୍ୟ" ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ। ସରଳ ସାବଲୀଳ ହୃଦୟର ଅନ୍ତଃସ୍ୱର ଏହି ପଦ୍ୟାକୃତି ନିଶ୍ଚୟ ପାଠକ ମନକୁ ଛୁଇଁବ ।


Recommended

Format: Paperback

Condition: New

$16.48
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks® and the ThriftBooks® logo are registered trademarks of Thrift Books Global, LLC
GoDaddy Verified and Secured