Skip to content
Scan a barcode
Scan
Paperback Odia Sahitya Sanskruti O Kabichandra Kalicharana [Oriya] Book

ISBN: 1645607968

ISBN13: 9781645607960

Odia Sahitya Sanskruti O Kabichandra Kalicharana [Oriya]

କବିଚନ୍ଦ୍ର କାଳୀଚରଣଙ୍କର ଆତ୍ମଲିପି 'କୁମ୍ଭାରଚକ' ଆଧାରରେ ଡ. ସେଣଙ୍କର ପ୍ରବନ୍ଧ ପୁସ୍ତକ 'ଓଡିଆ ସାହିତ୍ୟ-ସଂସ୍କୃତି ଓ କବିଚନ୍ଦ୍ର କାଳୀଚରଣ'। ଏଥିରେ ସନ୍ନିବିଷ୍ଟ ମୋଟ୍ ୨୮ ଗୋଟି ପ୍ରବନ୍ଧ ଲେଖକଙ୍କର କଳାତ୍ମକ ଅନ୍ତର୍ଦୃଷ୍ଟିର ଅନୁପମ ନିଦର୍ଶନ। କବିଚନ୍ଦ୍ର କେବଳ ଓଡିଶାର ନୁହଁନ୍ତି, ସମଗ୍ର ଭାରତ ବର୍ଷରେ ଏକ ବହୁ ଚର୍ଚ୍ଚିତ ପ୍ରତିଭା ଓ ସାରସ୍ୱତ ସାଧକ। ତାଙ୍କ ଆତ୍ମଜୀବନୀ 'କୁମ୍ଭାରଚକ' ଏକ ଅନବଦ୍ୟ କୃତି। ଓଡ଼ିଆ ସାହିତ୍ୟ-ସଂସ୍କୃତିର ଏହା ରସୋତ୍ତୀର୍ଣ୍ଣ ଇତିହାସ; ଏକ ନିର୍ଭୁଲ ସାମାଜିକ ସନନ୍ଦ। ଓଡ଼ିଆ ନାଟ୍ୟ ସଂସ୍କୃତି କ୍ଷେତ୍ରରେ କବିଚନ୍ଦ୍ର ଏକ ଅନୁଷ୍ଠାନ; ଓଡ଼ିଆ ନାଟ୍ୟ ଜଗତରେ ମଧ୍ୟ 'ଭରତ ମୁନି' ଭାବେ ଖ୍ୟାତ। ତାଙ୍କ କୃତି-କୀର୍ତ୍ତି ସମ୍ପର୍କରେ ଯେତେ ଆଲୋଚନା କଲେ ବି ଅପୂର୍ଣ୍ଣାଙ୍ଗ ପ୍ରତୀୟମାନ ହୁଏ। ଏହି ପ୍ରଥିତଯଶାଙ୍କ ସମ୍ବନ୍ଧରେ ବୌଦ୍ଧିକ ତଥା ତାତ୍ତ୍ୱିକ ଚର୍ଚ୍ଚା ଡ. ସେଣଙ୍କ ପୁସ୍ତକଟିରେ ଜାରି ରହିଛି, ତାହା ଅତୀବ ପ୍ରଶଂସନୀୟ; କାଳଜୟୀ ପ୍ରଚେଷ୍ଟା ମଧ୍ୟ। ଏହା ସମସାମୟିକ ସାହିତ୍ୟାନୁରାଗୀ ଓ ଉତ୍ତର ପିଢ଼ିଙ୍କ ଦୃଷ୍ଟି ବହୁ ଭାବରେ, ବହୁ ରୂପରେ ଆକର୍ଷଣ କରିବ। ପୁସ୍ତକଟିର ରସ ଚାତୁର୍ଯ୍ୟ ବିଦଗ୍ଧ ପାଠକଙ୍କୁ ସ୍ପର୍ଶ କରିବ ନିଶ୍ଚୟ

Recommended

Format: Paperback

Condition: New

$18.47
50 Available
Ships within 2-3 days

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks® and the ThriftBooks® logo are registered trademarks of Thrift Books Global, LLC
GoDaddy Verified and Secured