Skip to content
Scan a barcode
Scan
Paperback Odia Padabali O Champu Sahitya [Oriya] Book

ISBN: 1645604934

ISBN13: 9781645604938

Odia Padabali O Champu Sahitya [Oriya]

ଓଡ଼ିଆ ସାହିତ୍ୟିକଙ୍କ ନାଁ ଉଚ୍ଚାରଣରେ ବାରି ହୋଇ ପଡୁଥିବା ନାଁଟିଏ- ସୁରେନ୍ଦ୍ରକୁମାର ମହାରଣା (ଜନ୍ମ ୧୯୪୭) । ନିରୋଳା ସାହିତ୍ୟ ସମାଲୋଚନାରେ ତାଙ୍କର ଅଭିନିବେଶ । ସାହିତ୍ୟ କେବଳ ନୁହେଁ ଧର୍ମ, ଇତିହାସ ଇତ୍ୟାଦି ସଂସ୍କୃତିର ଅନ୍ୟ କେତୋଟି ବିଭାବ ମଧ୍ୟ ତାଙ୍କ ଗବେଷଣାର କ୍ଷେତ୍ର । ନିଜ ଭାଷା ବ୍ୟତୀତ ଇଂରାଜୀ ଭାଷାରେ ଉଚ୍ଚାରିତ ଓ ନୂଆଦିଲ୍ଲୀରୁ ପ୍ରକାଶିତ Tantric Buddhism ଗ୍ରନ୍ଥଟି ତାଙ୍କୁ ଦେଶବିଦେଶରେ ସୁଖ୍ୟାତି ଆଣିଦେଇଛି ।ବିଂଶାଧିକ ଓଡ଼ିଆ ସମାଲୋଚନା ପୁସ୍ତକ ରଚୟିତା ଡକ୍ଟର ମହାରଣା 'ଓଡ଼ିଆ ସାହିତ୍ୟର ଇତିହାସ' ପ୍ରଣୟନରେ ସଫଳ ହସ୍ତସ୍ପର୍ଶର ଦୃଷ୍ଟାନ୍ତ ରଖନ୍ତି । ବହିଟି ବଜାରରେ ମୁହଁ ଦେଖାଏ ୧୯୮୮ରେ । ସେହି ସମୟଠାରୁ ଏପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟିକଙ୍କୁ ବିଚାରନିର୍ଦ୍ଦିଷ୍ଟ ସ୍ଥାନ ଦେବାରେ ଏଇଟି ଏକମାତ୍ର ନିର୍ଭରଯୋଗ୍ୟ ସାହିତ୍ୟର ଇତିହାସ ଭାବରେ ସ୍ୱତନ୍ତ୍ର ସ୍ଥିତି ବହନ କରେ । ଏବେ ସେହି ଧାରାରେ ଏକାଳପର୍ଯ୍ୟନ୍ତ ଅଭିବର୍ଦ୍ଧିତ ଆଲୋଚନାର ନବନ୍ୟାସରେ ବହିଟି ପୁନଃ ପୁନଃ ପ୍ରକାଶିତ । ଡକ୍ଟର ମହାରଣା ପ୍ରାୟ ପଞ୍ଚତିରିଶରୁ ଊର୍ଦ୍ଧ୍ୱ ପୁସ୍ତକର ରଚୟିତା । ସେସବୁ ମଧ୍ୟରୁ 'ଓଡ଼ିଆ ସାହିତ୍ୟରେ ଧର୍ମଧାରା', 'ସାରଳା ସାହିତ୍ୟ ପରିକ୍ରମା', 'ସାରଳା ସାହିତ୍ୟ ସଂପର୍କରେ', 'ପଞ୍ଚସଖା ଧର୍ମ ଓ ସାହିତ୍ୟ', 'ସାହିତ୍ୟର ଡାଳପତ୍ର', 'ଚର୍ଯ୍ୟାଗୀତି', 'ଓଡ଼ିଶାରେ ବୌଦ୍ଧସଂସ୍କୃତି' ଇତ୍ୟାଦିର ନାମ ଉଲ୍ଲେଖଯୋଗ୍ୟ । 'ପ୍ର

Recommended

Format: Paperback

Condition: New

$16.48
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured