Skip to content
Scan a barcode
Scan
Paperback Nirbachita Kabita - Shailaj Rabi [Oriya] Book

ISBN: 1645605345

ISBN13: 9781645605348

Nirbachita Kabita - Shailaj Rabi [Oriya]

"ନିର୍ବାଚିତ କବିତା' ସଂକଳନର କବି ସଂସାର ଓ ସନ୍ନ୍ୟାସ ଉଭୟ ଦିଗକୁ ଚାହିଁଥିବା ସଂଶୟୀ ସାଧାରଣ ମଣିଷ, ଯାହା ଭିତରେ କ୍ରୋଧ ଯେତିକି ପ୍ରେମ ବି ସେତିକି। କୋକେଇ ଉପରୁ ସଂସାର ଦର୍ଶନ କରୁଥିବା ସେ ବୈରାଗୀ ମଣିଷ, ପୁଣି ଦାରୁ ଭିତରେ ବ୍ରହ୍ମର ଆସ୍ଥା ରଖୁଥିବା ବିରଳ ବିଶ୍ୱକର୍ମା। ସିଏ ପୁଣି ନିଜକୁ ବାଘ ଖାଇଯିବା ଜରିଆରେ ସତ୍ୟର ପ୍ରତିଷ୍ଠା କରାଇଥିବା ବିଜ୍ଞାନୀ ଗାଈଆଳ କିଶୋର। ସିଏ ଅନାସକ୍ତ ଅନ୍ତରୀପ ପୁଣି ସ୍ପର୍ଶକାତର ଗଧ କାନ୍ଧେଇଥିବା ବାଟୋଇ। ତାଙ୍କ ଭିତରେ ଅନେକ ଅନୁଭବ, ଅନୁରଣନ, ଆଲୋଡ଼ନ। ସେ ଦେବତାର ଘର ଭାଙ୍ଗି ସାଧାରଣ ମଣିଷର ସୁଖସୁବିଧା ଯୋଗାଇଦେବାକୁ ଉଦ୍ୟତ ସର୍ବୋଦୟ କର୍ମୀ, ସାମ୍ୟବାଦୀ ପୁଣି ଲୋକନାଥ ପୋଖରୀର ମେହେନତୀ କୂର୍ମ। ସିଏ କୋଇଲି, ସିଏ କାଳିଦାସ।


Recommended

Format: Paperback

Condition: New

$16.48
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured