Skip to content
Scan a barcode
Scan
Paperback Na Kehna Sikhen in Oriya [Oriya] Book

ISBN: 9351656993

ISBN13: 9789351656999

Na Kehna Sikhen in Oriya [Oriya]

ଆମକୁ ଦୈନନ୍ଦିନ ଜୀବନରେ ନିରନ୍ତର ଅନ୍ୟମାନଙ୍କ ଅନୁରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି । ଅନ୍ୟମାନଙ୍କ ସାହାଯ୍ୟ କରିବା ଯଦିଓ ଭଲ ଅଭ୍ୟାସ ବୋଲି କୁହାଯାଏ, କିନ୍ତୁ ଲଗାତାର ଏପରି କରିବା ଦ୍ୱାରା ଆମେ ଦେଖୁ ଯେ, ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଆମ ପାଖରେ ସମୟ ରୁହେ ନାହିଁ । ଏହିପରି କାମ କରିବା ଦ୍ବାରା ଆମ ଭିତରେ ହତାଶା ଭାବ ସୃଷ୍ଟି ହୋଇଥାଏ । 'ନା' ଏକ ସରଳ ଶବ୍ଦ ଅଟେ, ଯାହା କେବଳ ଗୋଟିଏ ଅକ୍ଷରର କିନ୍ତୁ ଅଧିକାଂଶ ଲୋକଙ୍କ ପାଇଁ 'ନା' ଉଚ୍ଚାରଣ କରିବା କଠିନ ହୋଇଥାଏ। ଯେତେବେଳେ କି ଆମେ ସମସ୍ତେ ଜାଣିଛେ ଯେ, 'ନା' କହିବା ଦ୍ଵାରା ଆମେ ଜୀବନର ଅନେକ କଠିନତାରୁ ବଞ୍ଚି ପାରିବା । ଏହି ପୁସ୍ତକରେ ଏପରି ଅବ୍ୟର୍ଥ ଉପାୟ କୁହାଯାଇଛି, ଯାହାକୁ ନିଜ ଦୈନିକ ଜୀବନରେ ଆପଣାଇ ଯେକୌଣସି ବ୍ୟକ୍ତି 'ନା' କହିବାର କଳାରେ ପାରଙ୍ଗମ ହୋଇପାରିବ ଏବଂ ଜୀବନକୁ ଆନନ୍ଦମୟ କରିପାରିବ ।

Recommended

Format: Paperback

Condition: New

$37.85
50 Available
Ships within 2-3 days

Customer Reviews

0 rating
Copyright © 2025 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured