Skip to content
Scan a barcode
Scan
Paperback Mayamukti [Oriya] Book

ISBN: B09NT4HJXY

ISBN13: 9789355040459

Mayamukti [Oriya]

କ୍ଷୁଦ୍ରଗଳ୍ପ ସଂକଳନ "ମାୟାମୁକ୍ତି" ମଣିଷ ସତେ ଯେପରି ଭ୍ରମରେ ପଡି ଥାଏ । ଆଖିରେ କଳା ଚଷମା ଲଗାଇ ନିଏ ଆଉ ଜୁଟି ଯାଏ ଧାଆଁ ଦଉଡରେ । ସେଇ ଭ୍ରମରେ କିଛି ବି ଦିଶେନା ତାକୁ, କେବଳ ଗୋଟିଏ ନିଶା, ଶୀର୍ଷରେ ପହଞ୍ଚିବାର ନିଶା, ଅନ୍ୟ ଅପେକ୍ଷା ଶ୍ରେଷ୍ଠ ହେବାର ନିଶା, କିନ୍ତୁ କେବେ ବି ନିଜ ଆତ୍ମାର ଶ୍ରେଷ୍ଟତା କଥା ଭାବେନି । (ମହାଯାତ୍ରା) ବୈରାଗୀ ବି ତ ପ୍ରେମିକଟିଏ । ସେ ପ୍ରଭୁ ପ୍ରେମର ଅନୁରାଗୀ- ବୈରାଗୀ । (ବୈରାଗୀ) ସୁଖିଲା ପତ୍ର ପରି ଏଇ ଜୀବନ, ଖାଲି ଡେମ୍ଫରେ ଯାହା ଲଟକି ରହିଛି । ଥିରି ଥିରି ପବନରେ ବଡ ସାବଧାନରେ ଦୋହଲୁଛି । ପବନ ଯଦି ଅମାନିଆ ହୋଇ ଟିକିଏ ଯୋରରେ ବୋହିବ, କିଏ ଜାଣିଛି, କୋଉ ମୁହୁର୍ତ୍ତରେ ଟପ୍ କରି ଝଡି ନପଡିବ ? ମଣିଷ ଜୀବନର ଭରସା କଣ, ଏଇନେ ଅଛି, ଏଇନେ ନାହିଁ । (ଅବିନାଶୀ) ଡର ତ ସମସ୍ତଙ୍କୁ ଲାଗେ, କୁକୁର ଭୁକିଲେ ସାମ୍ନାରେ ଠିଆ ହୋଇଥିବା ଲୋକଟାକୁ ବି ଡର ଲାଗେ, କିନ୍ତୁ କୁକୁର ଭୁକେ କାହିଁକି ? କାରଣ କୁକୁରକୁ ବି ଡର ଲାଗେ, ହେଲେ ସେ ନିଜ ଡରକୁ ଲୁଚାଇ, ସବୁ ବେଳେ ମଣିଷକୁ ଡରାଇବାକୁ ଚେଷ୍ଟା କରେ । ଉଭୟଙ୍କୁ ଡର ଲାଗେ କିନ୍ତୁ ଉଭୟ ନିଜ ଡରକୁ ଲୁଚାଇ ଅନ୍ୟକୁ ଡରାଇବାକୁ ଚେଷ୍ଟା କରନ୍ତି । ଶେଷରେ ଯିଏ ନିଜ ଡରକୁ ଜିତିବାରେ ସଫଳ ହେଲା, ସିଏ ଜିତିଲା । (ଶାକମ୍ବରୀ) ନାଉରିଆ ନିର୍ବିକାର ଭାବେ କହିଲା, ଦିଗମ୍ବର, ତୁମକୁ ବଡ ଦୁର୍ଲଭ ମଣିଷ ଜନ୍ମ ମିଳି ଥିଲା । କିନ୍ତୁ ତୁମେ ଅସଲ ମୂଲ୍ୟବାନ ସମ୍ପତ୍ତି ଏକାଠି ନକରି କେବଳ ମାଟି ଗୋଡ

Recommended

Format: Paperback

Condition: New

$17.37
Ships within 2-3 days
Save to List

Related Subjects

Fiction Literature & Fiction

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Notice | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured