Skip to content
Scan a barcode
Scan
Paperback Loona O Anyanya Kabita [Oriya] Book

ISBN: 1645604357

ISBN13: 9781645604358

Loona O Anyanya Kabita [Oriya]

ସାଧାରଣ ଗୃହିଣୀ ପାଇଁ 'ଲୁଣ' ଏକ ଦୈନନ୍ଦିନ ଅସଚେତନ ବସ୍ତୁ ତାହା ଜଣେ ଅଭ୍ୟାସ ବଶତଃ ବ୍ୟଞ୍ଜନରେ ଦିଏ ବ୍ୟଞ୍ଜନ ସ୍ୱାଦିଷ୍ଟ ହୁଏ । କବିତାର ଲୁଣ ଅଭିଧା ଅର୍ଥରେ ଗୋଟିଏ ବସ୍ତୁ ନୁହେଁ, ଏହା ଏକ ପ୍ରତୀକ, ଏକ ଭାବ, ଯହିଁରେ କବିର ଚେତନା ସମୟ, ସ୍ଥାନ, ଅବସ୍ଥା ଓ ଘଟଣାକୁ ଅତିକ୍ରମି ଏମିତି ଏକ ଭାବ ପ୍ରସ୍ତୁତ କରେ, ତାହା କାବ୍ୟରେ 'ବ୍ୟଞ୍ଜନା' ରୂପେ ପ୍ରକାଶିତ ଓ ବ୍ୟକ୍ତ ।


ସଂଘମିତ୍ରାଙ୍କ 'ଲୁଣ ଓ ଅନ୍ୟାନ୍ୟ କବିତା' ସଂକଳନରେ ସେଇ ଭାବ, ପ୍ରତୀକ ଓ ବ୍ୟଞ୍ଜନାର ଶବ୍ଦରୂପ ଅଭିବ୍ୟକ୍ତ । ଜୀବନର ଅନୁଭବର ଅର୍ଥ ଖୋଜି ବସିଲେ, ତା' ଭିତରୁ ସୁନ୍ଦର କବିତାଟିଏ ବାହାରେ । ସଂଘମିତ୍ରାଙ୍କ 'ଲୁଣ' ଇତିହାସ ବର୍ଣ୍ଣିତ ଗାନ୍ଧୀଙ୍କ ଲୁଣର ପ୍ରତୀକଟିଏ । ଏହାର ବ୍ୟାପ୍ତି ଅନୁଭବବେଦ୍ୟ ।

Recommended

Format: Paperback

Condition: New

$16.48
Ships within 2-3 days
Save to List

Related Subjects

Poetry

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks® and the ThriftBooks® logo are registered trademarks of Thrift Books Global, LLC
GoDaddy Verified and Secured