Skip to content
Scan a barcode
Scan
Paperback Koshali Sahityara Itihasa (କୋସଲି ସାହିତ୍ୟର ଇତିହ&# [Oriya] Book

ISBN: 1998475638

ISBN13: 9781998475636

Koshali Sahityara Itihasa (କୋସଲି ସାହିତ୍ୟର ଇତିହ&# [Oriya]

ଇ ବହି କୋସଲି ସାହିତ୍ୟର ପ୍ରାୟ ପନ୍ଦର ଶହ ବଛର ତଲର ଇଆଡ଼େ ସେଆଡେ଼ ଛିଛିବିଛି ହେଲା ଫରଦମାନଙ୍କୁ ସଁକଲିକରି ଠାନେକେ ଯୁଡ଼ବାର ଚେଷ୍ଟା କରିଛେ। ଗୁଟେ ଆଲୋଚନା ନି ହେଲା ତାକତବର ସାହିତ୍ୟ ନୁ ଧୁଏଲ ପୁଛକରି ଦୁନିଆଁର ସାମନେ ତାର ସଂବୃଦ୍ଧିକେ ପରସିବାର କାମ କରୁଛେ। ଦକ୍ଷିଣ କୋସଲ ଇଲାକା ବା ଇହାଦେର ପଶ୍ଚିମ ଓଡିଶା ନ ଭିନେ ଭିନେ ସମିଆଁକେ ଭିନେ ଭିନେ ଧର୍ମ, ଆର ଶାସକ କୋସଲି ସାହିତ୍ୟକେ ପ୍ରଭାବିତ କରିଛନ। ଇଲାକାର ସାହିତ୍ୟ ସେ ସମକୁ ନିଜର ଭିତରକେ ସମେଇ ନେଇଛେ। ସ୍ୱାଧୀନତାର ଆଘୋ, ସ୍ୱାଧୀନତାର ଉତାରୁ ଇହାଦେତକ ଗୁଟେ ବରକସ ସାହିତ୍ୟକେ କୁଲଜି କରି ସଁକଲିବାର ସାଂଗେ ଗୁଟେ ଜବର ଲୋକଧାରାର ଝରନକେ ସଁକଲିଛେ କୋସଲି ସାହିତ୍ୟର ଇତିହାସ ।

Recommended

Format: Paperback

Condition: New

$19.01
Save $4.99!
List Price $24.00
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured