Skip to content
Scan a barcode
Scan
Paperback Kosal Bahir Juan Sor( କୋସଲ ବାହିର ଯୁଆନ ସୋର) [Oriya] [Large Print] Book

ISBN: B0FRNJJLV5

ISBN13: 9781998475926

Kosal Bahir Juan Sor( କୋସଲ ବାହିର ଯୁଆନ ସୋର) [Oriya] [Large Print]

"କୋସଲ ବାହିର ଯୁଆନ ସୋର" ବହିଥି ପଶ୍ଚିମ ଓଡ଼ିଶାର ଯୁଆନ ତାକତବର କାବ୍ୟ ପ୍ରତିଭା ମାନକର ଛାଁଟଲା ଲେଖାକେ ସଁକଲିଛନ ଜନାଶୁନା ଲେଖକ ସାକେତ ଶ୍ରୀଭୂଷଣ ସାହୁ। କାବ୍ୟ ପ୍ରତିଭା ମାନକର ମେନମେନସା ସୋରଥି ସଜେଇ ହେଇଛେ ଫରଦମାନେ। ଗୁହେର ମନ ଭିତରର ଭାବ, ସାର ବିଚାର, ଜଟିଳ ସତ, ଆଦି ଥି ଉସାରପିସାର ହେଇଛେ କେନଭାସ। ଭାବନାକେ ଜୀବନ ଦେଇଛନ; କେତେବେଲେ ଜୀବନ ଫିଲୋସଫି ତ କେତେବେଲେ ପ୍ରେମ, କେତେବେଲେ ଦାଦନ ସମସ୍ୟା ଥି ଯୁଝୁଥିବା ଜୀବନ ତ ଫେର କେତେବେଲେ ବ୍ୟକ୍ତିଗତ ଜୀବନର ଅନୁଭବକେ କାଗଜ ଥି ଉତରେଇଛନ। ଇଲାକା ନୁ ଖପିଯଉଥିବା ସଂସ୍କୃତି ବାବଦେ ବି ସୋର ଉଠେଇଛନ କବିମାନେ। ରାଜନୈତିକ ସାମାଜିକ ପ୍ରତିଷ୍ଠାନ ଆଗାଡେ ଅର୍ଦ୍ଦଲି କରୁଛନ କବିତାମାନେ ଉଜନଦାର ଭାଷାଥି ଗୁର୍ହଇ ହେଇ କୋସଲବାହିର ସୁନ୍ଦରପନକେ ଉଵାଗର କରିଛନ। ଇ ବହିର କବିତାମାନେ ଉର୍ଘା ମେଟେଇ ଦେଇପାରବେ, ଯୁଆନ ହେଲେ ବି ସିଆନକୁ ଶିଖେଇ ଦେବାର ତାକତ ରଖିଛନ। ବଏସ ଥି ଯୁଆନ ଜରୁର ହେଲେ ଟାନ ଆର ବରକସ। ଶବ୍ଦର ବେଭାର, ଆର ତକନିକ ଥି ପୁଖତ ଲାଗୁଛନ। ହରେକ କବିତା ମୁନୁଷପନ ଆର ଆତ୍ମାକେ ଯୁଡୁଛନ।

Recommended

Format: Paperback

Condition: New

$14.57
Save $2.43!
List Price $17.00
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured