ମନୋରଞ୍ଜନର କବିତା 'ଚାହାରେ ଟିକେ ସର ପକେଇଲା ପରି' ।
- ଜୟନ୍ତ ମହାପାତ୍ର
ମନୋରଞ୍ଜନ 'ଅଳ୍ପ ଲେଖି ସିଦ୍ଧ' ।
- ରାଜେନ୍ଦ୍ର କିଶୋର ପଣ୍ଡା
କୌଣସି ବାଦ, ତତ୍ତ୍ୱ ବା କୌଣସି ନିର୍ଦ୍ଦିଷ୍ଟ ବିଚାରଧାରାର ଊର୍ଦ୍ଧ୍ୱରେ ବିଶେଷକରି, ଚାପମୁକ୍ତ ମନୋରଞ୍ଜନର କବିତା ।
- ରାମଚନ୍ଦ୍ର ବେହେରା
କବିତା 'ଜେଜେଙ୍କ ଚଷମା'ର ଗୋଟେ ଗୋଟେ ଧାଡ଼ି ଗୋଟେ ଗୋଟେ ପୃଷ୍ଠାରେ ରଖି ଏକ ଚିତ୍ର କବିତା ସଂକଳନଟେ କରାଯାଇପାରେ ।
- ପ୍ରକାଶ କୁମାର ପରିଡ଼ା
ମନୋରଞ୍ଜନର କବିତା ପୃଥିବୀକୁ ବାରମ୍ବାର ଫେରିବାର ପ୍ରତିଶ୍ରୁତି ଦିଏ, ମୋକ୍ଷ ପାଇଁ ଗୁହାରି କରେ ।
- ଅତୁଲ ବଳ
Related Subjects
Poetry