Skip to content
Scan a barcode
Scan
Paperback Katha Deichhi Mrutyuku (କଥା ଦେଇଛି ମୃତ୍ୟୁକୁ) [Oriya] Book

ISBN: 1998475794

ISBN13: 9781998475797

Katha Deichhi Mrutyuku (କଥା ଦେଇଛି ମୃତ୍ୟୁକୁ) [Oriya]

ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତା ଔପନ୍ୟାସିକା, କଥୟତ୍ରୀ ତଥା କବୟିତ୍ରୀ ହେଉଛନ୍ତି ଶ୍ରୀମତୀ ଭାନୁମତୀ ସାହୁ। ଏଯାବତ୍ ତାଙ୍କର କୋଡିଏଟି ଉପନ୍ୟାସ, ତିନୋଟି ଉପନ୍ୟାସିକା ସଂକଳନ, କୋଡିଏଟି ଗଳ୍ପ ସଂକଳନ, ତିନୋଟି କବିତା ସଂକଳନ ତଥା ଚାରୋଟି ଶିଶୁ /କିଶୋର ବିଜ୍ଞାନ ସଂକଳନ ଏହିପରି ମୋଟ ପଚାଶ ଖଣ୍ଡ ପୁସ୍ତକ ପ୍ରକାଶ ପାଇ ସାରିଲାଣି।

'କଥା ଦେଇଛି ମୃତ୍ୟୁକୁ' ହେଉଛି ଶ୍ରୀମତୀ ସାହୁଙ୍କର ଏକବିଂଶ ଗଳ୍ପ ସଂକଳନ, ଯେଉଁଥିରେ ଗୁନ୍ଥା ହେଇଛି ଉଣିଶିଟି ଭିନ୍ନ ଭିନ୍ନ ସ୍ୱାଦର କାହାଣୀ।

Recommended

Format: Paperback

Condition: New

$13.30
Save $1.70!
List Price $15.00
Ships within 2-3 days
Save to List

Related Subjects

Fiction Literature & Fiction

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks® and the ThriftBooks® logo are registered trademarks of Thrift Books Global, LLC
GoDaddy Verified and Secured