Skip to content
Scan a barcode
Scan
Paperback Kabita 1962 O Nutana Kabitara Bhumika [Oriya] Book

ISBN: 1645604667

ISBN13: 9781645604662

Kabita 1962 O Nutana Kabitara Bhumika [Oriya]

ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ (୧୯୧୫-୨୦୦୪) ଆଧୁନିକ ଓଡ଼ିଆ ସାହିତ୍ୟରେ ରୋମାଣ୍ଟିକ୍ ଚେତନାର ବାର୍ତ୍ତାବହ ଏବଂ ପ୍ରଗତିବାଦୀ ତଥା ପ୍ରୟୋଗବାଦୀ ଚେତନାର ଉଦାତ୍ତ ଗାୟକ ଭାବରେ ଯଶସ୍ୱୀ କବି ସଚ୍ଚି ରାଉତରାୟ ଜଣେ ଅନତିକ୍ରମଣୀୟ ସ୍ରଷ୍ଟାପୁରୁଷ । ଆଧୁନିକ ଓଡ଼ିଆ କବିତାର ଅଗ୍ରଦୂତ ଭାବରେ ସେ ଅଗଣିିତ ପାଠକଙ୍କର ପ୍ରିୟ । ଅଜସ୍ରସ୍ରାବୀ ସାହିତ୍ୟ ତାଙ୍କୁ ଓଡ଼ିଆ ପାଠକମାନଙ୍କ ନିକଟରେ କେବଳ ନୁହେଁ, ବିଶ୍ୱଦରବାରରେ ଜଣେ ମହାନ କବି, ନାଟ୍ୟକାର, ଔପନ୍ୟାସିକ, ଗାଳ୍ପିକ, ପ୍ରାବନ୍ଧିକ, ସମାଲୋଚକ ତଥା ଆତ୍ମଜୀବନୀ ଲେଖକର ମାନ୍ୟତା ପ୍ରଦାନ କରିଛି । ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗ ଗ୍ରାମରେ ପିତା ପ୍ରସନ୍ନ କୁମାର ରାଉତରାୟ ଏବଂ ମାତା ମୁକ୍ତମାଳୀ ଦେବୀଙ୍କ କୋଳମଣ୍ଡନ କରିଥିଲେ । ତାଙ୍କ କାବ୍ୟଦୃଷ୍ଟିର ନମନୀୟ ରୋମାଣ୍ଟିକ୍]ପ୍ରବଣତା, କଥାଦୃଷ୍ଟିର ଅଫୁରନ୍ତ ବାକ୍]ବୈଦଗ୍ଧ ଉଚ୍ଛ୍ୱାସ, ଅନ୍ତର୍ଦୃଷ୍ଟିର ସୂକ୍ଷ୍ମ ବୈଚାରିକତା ତାଙ୍କ ସାଧନାର ବ୍ୟାପ୍ତିକୁ ମହିମାନ୍ୱିତ କରିଛି । ପଲ୍ଲୀପ୍ରାଣତା, ସାମ୍ୟବାଦୀ ପ୍ରବଣତା ଏବଂ ଶିଳ୍ପଗତ ସ୍ୱତନ୍ତ୍ର ଉପସ୍ଥାପନା ହିଁ ସଚ୍ଚି ରାଉତରାୟଙ୍କୁ ପ୍ରତିନିଧି ସ୍ରଷ୍ଟାର ମାନ୍ୟତା ଦେଇଛି । କବିତା କ୍ଷେତ୍ରରେ ପାଥେୟ, ପଲ୍ଲିଶ୍ରୀ, ଅଭିଯାନ, ରକ୍ତଶିଖା, ବାଜିରାଉତ, ପାଣ୍ଡୁଲିପି, ଅଭିଜ୍ଞାନ, ହସନ୍ତ, ଭାନୁମତୀର ଦେଶ, ସ୍ୱଗତ, 'କବିତା'-୧୯୬୨, ମାୟାକୋଭସ୍କି, କବିତା ସଂଗ୍ର

Recommended

Format: Paperback

Condition: New

$20.30
50 Available
Ships within 2-3 days

Customer Reviews

0 rating
Copyright © 2025 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured