Skip to content
Scan a barcode
Scan
Paperback Hidamati [Oriya] Book

ISBN: 1645604713

ISBN13: 9781645604716

Hidamati

ନିତ୍ୟାନନ୍ଦ ମହାପାତ୍ର (୧୭ ଜୁନ୍ ୧୯୧୨ - ୧୭ ଅପ୍ରେଲ ୨୦୧୨) ଏକଧାରାରେ ଥିଲେ ଜଣେ ଔପନ୍ୟାସିକ, ଗାଳ୍ପିକ, କବି, ସାମ୍ବାଦିକ ତଥା ରାଜନୀତିଜ୍ଞ । ଓଡ଼ିଶା ବିଧାନସଭାର ସଦସ୍ୟ ଭାବେ ସେ ୧୯୫୭ରୁ ୧୯୭୧ ପର୍ଯ୍ୟନ୍ତ ତଥା ଯୋଗାଣ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ରୂପେ ୧୯୬୭ରୁ ୧୯୭୧ ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ । ଓଡ଼ିଆ ପତ୍ରିକା 'ଡଗର'ର ସମ୍ପାଦକ ଭାବରେ ସେ ଲୋକପ୍ରିୟ ଥିଲେ । ତାଙ୍କ ରଚିତ ଉପନ୍ୟାସ ଭିତରେ 'ଭଙ୍ଗାହାଡ଼', 'ଘରଡିହ', 'ହିଡ଼ମାଟି', 'ଜୀବନର ଲକ୍ଷ୍ୟ', 'ଜୀଅନ୍ତା ମଣିଷ', 'ଜଳନ୍ତା ନିଆଁ', 'ସୁଖର ସନ୍ଧାନେ' ଇତ୍ୟାଦି ଉଲ୍ଲେଖଯୋଗ୍ୟ । ତାଙ୍କର ପ୍ରକାଶିତ ଗଳ୍ପ ସଂକଳନ ହେଲା 'ଏଗାରଟା', 'ଆଖି ନାହିଁ କାନ ନାହିଁ', 'କ୍ଷଣିକ', 'ଧଳାଗାର କଳାଗାର', 'ରାଜକନ୍ୟା' । ତାଙ୍କ କଥା ସାହିତ୍ୟରେ ଗଭୀର ମାନବିକତାର ପରିଚୟ ମିଳେ । ଆବେଗପୂର୍ଣ୍ଣ ତଥା ମାନବଧର୍ମୀ ବର୍ଣ୍ଣନାରୀତି ତାଙ୍କ ରଚନାର ବିଶେଷତ୍ୱ । ସେ ପାଇଥିବା ପୁରସ୍କାର ମଧ୍ୟରେ 'ନାହଂ ତିଷ୍ଠାମି ବୈକୁଣ୍ଠେ' ଜୀବନୀ ଗ୍ରନ୍ଥ ପାଇଁ ୧୯୮୦ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, 'ଘରଡିହ' ଉପନ୍ୟାସ ପାଇଁ ୧୯୮୭ର ସାହିତ୍ୟ ଏକାଡେମୀ ପୁରସ୍କାର ତଥା ୧୯୯୯ର ଅତିବଡୀ ପୁରସ୍କାର ଉଲ୍ଲେଖଯୋଗ୍ୟ ।

Recommended

Format: Paperback

Condition: New

$18.20
50 Available
Ships within 2-3 days

Customer Reviews

0 rating
Copyright © 2025 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured