Skip to content
Scan a barcode
Scan
Paperback Gopapura O Anyanya Kabita [Oriya] Book

ISBN: 1645606163

ISBN13: 9781645606161

Gopapura O Anyanya Kabita [Oriya]

'ଗୋପପୁର' ଏକ ଚେତନା। ମାୟା ଓ ମାୟୋତ୍ତର, ଦେହ ଓ ଦେହୋତ୍ତର ଚେତନାର ଚିନ୍ମୟ ଚିତ୍ରଶାଳା ହେଉଛି ଗୋପପୁର। ପ୍ରାଚ୍ୟ ଦର୍ଶନରେ ଏହି ଗୋପପୁରକୁ ବିବିଧ ସ୍ତରରେ ଶରୀର ଓ ଶାରୀରିକ ସତ୍ତାସହ ସଂଯୁକ୍ତ କରି ଦେଖାଯାଇଆସିଛି। ଅଳୀକ ଶରୀର ବା ପାର୍ଥିବ, ନଶ୍ୱର ଶରୀର କଥା ଗୋପପୁର ରୂପକ ମାଧ୍ୟମରେ ଅନେକତ୍ର କୁହାଯାଇଥିଲା ବେଳେ ଅନ୍ୟତ୍ର ଏକ ଆତ୍ମିକ ଓ ଆଧ୍ୟାତ୍ମିକ ଉତ୍ତରଣ ବା ଦେହୋତ୍ତର ଉତ୍ତରଣ ଓ ଆତ୍ମ ଅନ୍ୱେଷଣ ଓ ଆତ୍ମୋପଲବ୍ ଧର ମାଧ୍ୟମ ଭାବରେ ଗ୍ରହଣ କରାଯାଇଛି। ତେବେ ସର୍ବୋପରି ଏହି 'ଗୋପପୁର'ର ସଂପର୍କ ମନ, ମସ୍ତିଷ୍କ, ଇନ୍ଦ୍ରିୟ, ଅତୀନ୍ଦ୍ରିୟ ଦେଇ ଚରମ-ପରମ ସତ୍ୟ ଆଡ଼କୁ ନେଇଯାଉଥିବା ଏକ ପ୍ରବାହୀ ଚେତନା ସହ ରହିଛି ବୋଲି କୁହାଯାଇପାରେ।

Recommended

Format: Paperback

Condition: New

$16.64
50 Available
Ships within 2-3 days

Customer Reviews

0 rating
Copyright © 2025 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured