Skip to content
Scan a barcode
Scan
Paperback Ghalib [Oriya] Book

ISBN: 1645608859

ISBN13: 9781645608851

Ghalib [Oriya]

ଏହି ଅନୁବାଦର ଉଦ୍ଦେଶ୍ୟ ଗାଲିବ୍]ଙ୍କ କାବ୍ୟକୃତିର ଏକ ପ୍ରାମାଣିକ ଚିତ୍ର ପ୍ରସ୍ତୁତ କରିବା ନୁହେଁ। ତାହା ମୋହର କ୍ଷମତାର ବାହାରେ। ଏହାର ଉଦ୍ଦେଶ୍ୟ ଅତି ସୀମିତ। ଏଥିରେ ଗାଲିବ୍]ଙ୍କ ସାଥୀରେ ଓଡ଼ିଆ ପାଠକଙ୍କର ପରିଚୟ କରାଇଦେବା ହିଁ ଉଦ୍ଦେଶ୍ୟ। ଏଥିରେ ମାତ୍ର ବାର ଗୋଟି ଗଜଲ୍ ଓ ପଚାଶ ଖଣ୍ଡେ ଶେର୍ ବା ଦ୍ୱିପଦୀ କବିତାର ଅନୁବାଦ ଦିଆଯାଇଛି। ମୂଳ ଉର୍ଦ୍ଦୁ ମଧ୍ୟ ଓଡ଼ିଆ ଅକ୍ଷରରେ ଦିଆଯାଇଛି, ଯାହାଦ୍ୱାରା କି ପାଠକ ମୂଳକାବ୍ୟର ସ୍ୱାଦ ପାଇପାରିବ। ତାହା ପାଇବାକୁ ମୂଳଟିକୁ ବଡ଼ ପାଟିରେ ପଢ଼ିବା ଆବଶ୍ୟକ। ଗାଲିବ୍]ଙ୍କୁ ବୁଝିବା ପାଇଁ ତାଙ୍କ ସମୟ ବିଷୟରେ ମଧ୍ୟ କିଛି ଜାଣିବା ଦରକାର। ଏହା ପ୍ରଥମରେ ଥିବା ଦୁଇଟି ପ୍ରବନ୍ଧରେ ଆଲୋଚିତ ହୋଇଛି।

ମୁଁ ନିଜର ଅକ୍ଷମତା ବିଷୟରେ ସଚେତନ। ଅତଏବ ଏହି ଦୁଃସାହସ ଲାଗି ପାଠକଙ୍କର କ୍ଷମା ଯାଚନା କରୁଛି। ଯେହେତୁ ସେ ନିଜେ ଦୁଃସାହସର କବି, ବୋଧହୁଏ ତାଙ୍କ କବିତା ଅନୁବାଦ କରିବାର ଦୁଃସାହସ କ୍ଷମଣୀୟ।

--- ଉମାକାନ୍ତ ମହାପାତ୍ର

Recommended

Format: Paperback

Condition: New

$16.48
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured