Skip to content
Scan a barcode
Scan
Paperback Chitrita Chadara [Oriya] Book

ISBN: 1645600858

ISBN13: 9781645600855

Chitrita Chadara [Oriya]

କୃଷ୍ଣପ୍ରସାଦ ମିଶ୍ର ତାଙ୍କ ସମକାଳୀନ ଗାଳ୍ପିକମାନଙ୍କଠାରୁ ଭିନ୍ନ ଧରଣର ଗଳ୍ପ ଲେଖିଛନ୍ତି । ସେ ତାଙ୍କ ଗଳ୍ପରେ ସବୁବେଳେ ଭାରତୀୟ ଐତିହ୍ୟ, ସଂସ୍କୃତି ପ୍ରତି ବିଶେଷ ସଚେତନ ମନେ ହୁଅନ୍ତି । ଏପରିକି ତାଙ୍କର ଚରିତ୍ରଗୁଡ଼ିକ ବିଶ୍ୱ ପରିକ୍ରମା କରିଥିଲେ ସୁଦ୍ଧା ଭାରତୀୟ ସଭ୍ୟତା ଓ ମୂଲ୍ୟବୋଧକୁ ଢେର ସମ୍ମାନ ଦିଅନ୍ତି । ସେ ସମସାମୟିକ ବିଶ୍ୱ ଭିତରେ ଘଟୁଥିବା ପରିବର୍ତ୍ତନ ଓ ବିଜ୍ଞାନର ଅଗ୍ରଗତିକୁ ତାଙ୍କର କ୍ଷୁଦ୍ରଗଳ୍ପରେ ଦକ୍ଷତାର ସହ ପ୍ରକାଶ କରିଥିଲେ ସୁଦ୍ଧା ଏଥିସହିତ ଆମ ପ୍ରାଚୀନ ଦାର୍ଶନିକ ଚିନ୍ତନକୁ ଯଥାସ୍ଥାନରେ ସେ ସଂଯୋଗ କରିପାରନ୍ତି । ଆଧୁନିକ ସଭ୍ୟତାର ଶୀର୍ଷରେ ଥିବା ଆମେରିକାର ଚଳଣି, ଚାକଚକ୍ୟ ଭିତରେ ସେ ଅନେକତ୍ର ଦେଖିଛନ୍ତି ଅସ୍ଥିରତା । ଯାହାଫଳରେ ପାଶ୍ଚାତ୍ୟର ଅସ୍ଥିର ପଦଧ୍ୱନିକୁ ଭାରତୀୟ ପାରମ୍ପରିକ ଆଦର୍ଶ ଓ ଶୁଭଚିନ୍ତା ଭିତରେ ତାଙ୍କର ଗଳ୍ପରେ ସେ କରିଛନ୍ତି ବ୍ୟବସ୍ଥିତ । ପାଶ୍ଚାତ୍ୟ ସହିତ ପ୍ରାଚ୍ୟ ଭାବାଦର୍ଶକୁ ଏକ ନୂଆ ପୃଷ୍ଠଭୂମିରେ ଦେଖିବା ହେଉଛି ତାଙ୍କ ଗଳ୍ପ କାହିଁକି ସାମଗ୍ରିକ ଭାବରେ ତାଙ୍କ ସହିତ୍ୟର ବିଶେଷତ୍ୱ । ଜଣେ ଗଭୀର ଆଧ୍ୟାତ୍ମବାଦୀ ଭାରତୀୟ ଲେଖକ ଭାବେ ସେ ସର୍ବତ୍ର ତାଙ୍କ ରଚନାରେ ଦେଇଛନ୍ତି ଆପଣାର ପରିଚୟ । ଓଡ଼ିଆ ସାହିତ୍ୟରେ ବିଂଶ ଶତକରେ ଡକ୍ଟର କୃଷ୍ଣପ୍ରସାଦ ମିଶ୍ର ତାଙ୍କର ଏ ଯେଉଁ ପରିଚୟ ଦେଇଛନ୍ତି ତାହା ତାଙ୍କୁ ଆମ ସାହିତ୍ୟ ଇତିହାସରେ ଅମର

Recommended

Format: Paperback

Condition: New

$14.81
50 Available
Ships within 2-3 days

Related Subjects

Fiction Literature & Fiction

Customer Reviews

0 rating
Copyright © 2025 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured