Skip to content
Scan a barcode
Scan
Paperback Charikantha Jibana (Oriya Edition) [Oriya] Book

ISBN: 9390528801

ISBN13: 9789390528806

Charikantha Jibana (Oriya Edition) [Oriya]

'ଚାରିକାନ୍ଥ ଜୀବନ' ଗଳ୍ପ, କବିତା, ପ୍ରବନ୍ଧର ଏକ ସଂକଳନ। ବନ୍ଦ୍ କୋଠରୀ ଭିତରେ ଜୀବନ ବିତିବା ଭଳି ମୁକ୍ତ ଆକାଶ ତଳେ ଆଜି ଆମେ ବନ୍ଦୀ। ପାଦେ ପାଦେ ଅଦୃଶ୍ୟ ମହାମାରୀ କରୋନାର ପଡିଛି ବେଡି। ଏ ସବୁ ସାଥିରେ ବି ବିତି ଚାଲିଛି ଜୀବନ, ଲେଖି ଚାଲିଛି କଲମର ମୁନ। କଲମ ମୁନ ମଧ୍ୟରେ ମିଳନର ଏକ ରୂପ ହିଁ ପୁସ୍ତକ 'ଚାରିକାନ୍ଥ ଜୀବନ'। ଆଶା ଏ ବିଷମ ପରିସ୍ଥିତିରେ ବନ୍ଦ୍ କୋଠରି ମଧ୍ୟରେ ସାଥିଟିଏ ହୋଇ ପାଠକ ପାଠିକା ଲେଖକ ଲେଖିକାଙ୍କ ହୃଦୟ ଜିଣିବାକୁ ସକ୍ଷମ ହେବ ପୁସ୍ତକ "ଚାରିକାନ୍ଥ ଜୀବନ"

Recommended

Format: Paperback

Condition: New

$18.28
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Notice | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured