Skip to content
Scan a barcode
Scan
Paperback Bichitrabarna [Oriya] Book

ISBN: 1645602281

ISBN13: 9781645602286

Bichitrabarna [Oriya]

ପୁରୁଷ ଆଖିରେ ନାରୀ ଏକ ଚିର ବିସ୍ମୟ । ସେ ତାକୁ ଭଲପାଏ, ଘୃଣା କରେ, ପୂଜା କରେ, ତିରସ୍କାର କରେ ଓ ଭୟ ମଧ୍ୟ କରେ । ତା'ର ଏଇ ଭାବକୁ ରୂପ ଦେବା ପାଇଁ କେତେବେଳେ ତାକୁ ରାଧା ରୂପରେ କଳ୍ପନା କରିଛି ତ କେତେବେଳେ ପାର୍ବତୀ, କାଳୀ, ମହାଲକ୍ଷ୍ମୀ, ପିଙ୍ଗଳା, ଅଲକ୍ଷ୍ମୀ ରୂପରେ ଚିତ୍ରିତ କରିଛି । କେତେବେଳେ ତାକୁ ବିଶ୍ୱାସର ପ୍ରତିମୂର୍ତ୍ତି ରୂପରେ ଗ୍ରହଣ କରିଛି ତ କେତେବେଳେ ବିଶ୍ୱାସଘାତିନୀ ରୂପରେ ଚିତ୍ରିତ କରିଛି ।

ସେ ତାକୁ ମା' ରୂପରେ ପୂଜା କରିଛି, ପ୍ରେମିକା ରୂପରେ ଭଲ ପାଇଛି, ଜାୟା ରୂପରେ ବିଶ୍ୱାସ ଓ ପ୍ରେମ କରିଛି, ଭଗିନୀ ରୂପରେ ସ୍ନେହ ଦେଇଛି । ପୁଣି ତାକୁ ବେଶ୍ୟା କରି ଘୃଣା କରିଛି, ବିଶ୍ୱାସଘାତିନୀ ରୂପରେ ହତ୍ୟା କରିଛି । ତାକୁ ନାନା ପ୍ରକାର ଅର୍ଗଳି ଓ ଶିକୁଳି ଭିତରେ ବନ୍ଦୀ କରି ରଖିଛି । ପୁଣି ସେ ଅବଳା, ଦୁର୍ବଳା ବୋଲି ଯୁଗଯୁଗ ଧରି ତା'ର ମାନସିକ ଚେତନାକୁ ବ୍ରେନ୍]ୱାଶ୍ କରିଛି, ସେ ଯେପରି ନିଜେ କେବେହେଲେ ନିଜର ଶକ୍ତିକୁ, ନିଜର ସ୍ୱରୂପକୁ ଚିହ୍ନି ନ ପାରେ ।

ନାରୀର ଚରିତ୍ରକୁ ବୁଝିବାକୁ ଯାଇ ପୁରୁଷ ଭୂଆଁ ବୁଲିଛି ଚିରକାଳ । ମନସ୍ତତ୍ୱ, ଯୌନତତ୍ୱ, ଶରୀରତତ୍ୱ, ଭେଷଜତତ୍ୱ, ପରିସଂଖ୍ୟାନ ସବୁ ପ୍ରକାର ଆଧୁନିକ ବୈଜ୍ଞାନିକ ପ୍ରଣାଳୀରେ ତା'ର ଚରିତ୍ର ବିଶ୍ଳେଷଣର ଚେଷ୍ଟା ଆଜିଯାଏ ଚାଲିଛି ଅବିରତ । ତଥାପି ଏକ ନିର୍ଦ୍ଧାରିତ ସତ୍ୟରେ ପୁରୁଷ ଆଜିଯାଏଁ ଉପନୀତ ହୋଇପାରିନାହିଁ । କାରଣ ମଣିଷ ତ ଏକ ଯନ୍ତ୍ର ନୁହେଁ । ସେ କୋଉ 

Recommended

Format: Paperback

Condition: New

$16.48
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured