Skip to content
Scan a barcode
Scan
Paperback Bhinna Swara: Samakala Odia Kabita [Oriya] Book

ISBN: 1645604764

ISBN13: 9781645604761

Bhinna Swara: Samakala Odia Kabita [Oriya]

ଏ ପର୍ଯ୍ୟାୟର ନାରୀ ବିମର୍ଶନବାଦ ପ୍ରତି ବିଶ୍ୱସ୍ତ କବୀମାନଙ୍କ ଭିତରେ ପାଠକର ପ୍ରତ୍ୟୟ ଓ ପ୍ରତୀତିକୁ ମୁକ୍ତସମ୍ବେଗର କବିଦେବାକୁ ବାଧ୍ୟ ଓ ଆଗ୍ରହାନ୍ୱିତ କରିପାରିଥିବା କବୀ ଗାୟତ୍ରୀବାଳା ପଣ୍ଡା, ଚିରଶ୍ରୀ ଇନ୍ଦ୍ରସିଂହ, ପ୍ରଜ୍ଞାଶ୍ରୀ ରଥ, ପ୍ରତୀକ୍ଷା ଜେନା, ଶର୍ମିଷ୍ଠା ସାହୁ ଓ ସୁଜାତା ସାହାଣୀଙ୍କ କବିତାମାନେ ସୂଚେଇ ଦିଅନ୍ତି ଜୀବନଯାପନର ବିଧିପ୍ରବିଧି ଅନୁବିଧି ଓ ପାରିପାଶ୍ୱର୍ିକ ବାଧ୍ୟବାଧକତା ଓ ଉପଲବ୍ଧିର ଚତୁପାଶ୍ୱର୍ କେବଳ ଆଦର୍ଶାୟିତ ସମାଜକଳ୍ପା ଗଠନବ୍ୟବସ୍ଥାର ମାନାଦର୍ଶରେ ବନ୍ଧା ନୁହେଁ; ପୁରୁଷାଂଶୀ ଅନୁରୂପତା ସହିତ ମୁକ୍ତ -ଇନ୍ଦ୍ରିୟ- ସଂଚାଳନବିଧିକ ଓ ଈପ୍ସିତ ମର୍ଯ୍ୟାଦାର ହେବା ସଂଗତିସମ୍ପନ୍ନ-ଏପରି ଏକ ଅନ୍ତର୍ଶକ୍ତିସମ୍ପନ୍ନ ବିନିର୍ମାଣୀଚିନ୍ତନର ଅସୀମ ସୌକର୍ଯ୍ୟଭରା ନାରୀତ୍ୱକୁ ଆଧାର କରିଛି । ରାମକୃଷ୍ଣ, ଅଜୟ, କେ. ଶ୍ୟାମବାବୁ ଦୋରା, କେଦାର, ନବୀନ ବିଶ୍ୱବନ୍ଧୁ, ହେମନ୍ତ ଦଳପତି, ନିଖିଳେଶ, ପବିତ୍ରମୋହନ, ଅଖିଳ ପ୍ରମୁଖଙ୍କ କବିତା ସକଳପ୍ରକାର ମଣିଷଗଢ଼ା, ମଣିଷକରା ଅପାର୍ଥକ ଧାରଣା, ପ୍ରତ୍ୟୟ, ଆଚାର, ଭେଦଗୁଡ଼ିକ ସତ୍ତ୍ୱେ ମଣିଷର ସଚଳ ଜୀବନବଂଚିବାର ଅଧିକାରକୁ ସର୍ବୋତ୍ତମ ସୌନ୍ଦର୍ଯ୍ୟ ଭାବରେ କଳାତ୍ମକ ଦୃଷ୍ଟାନ୍ତୀକରଣ କରିଦେଇପାରିଛି । ନୃସିଂହ ତ୍ରିପାଠୀ, ରୋହିଣୀକାନ୍ତ, ପ୍ରଦୀପ କୁମାର ପଣ୍ଡା, ସୂର୍ଯ୍ୟ ମିଶ୍ର ଓ ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କ କବିତାଗୁଡ଼

Recommended

Format: Paperback

Condition: New

$20.10
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks® and the ThriftBooks® logo are registered trademarks of Thrift Books Global, LLC
GoDaddy Verified and Secured