Skip to content
Scan a barcode
Scan
Paperback Bhaba Anubhaba [Oriya] Book

ISBN: 1645605566

ISBN13: 9781645605560

Bhaba Anubhaba [Oriya]

କବିତା ସାହିତ୍ୟର ଏକ ଗୁରୁତ୍ବ ପୂର୍ଣ୍ଣ ଅଙ୍ଗ । ମନର ଆବେଗ ଓ ଉଚ୍ଛ୍ବାସକୁ ସ୍ବତଃସ୍ଫୁର୍ତ୍ତ ଭାବେ ଭାଷାରେ ରୂପ ଦେଇଥାଏ କବିତା। ଗଗନ ବିହାରୀ ପାଣିଗ୍ରାହୀଙ୍କର କବିତା ସଂକଳନ "ଭାବ-ଅନୁଭବ"ର କବିତା ଗୁଡ଼ିକ ପଢ଼ିଲେ ଲାଗେ ସତେ ଯେପରି କବିତା ମାଧ୍ୟମରେ କବିଙ୍କର ମନର ଆବେଗ ଭାଷାରେ ପରି ପ୍ରକାଶ ହୋଇଛି। ଏଥିରେ ସନ୍ନିବେଶିତ କବିତା ଗୁଡ଼ିକ ପୂର୍ବ ସଙ୍କଳନ ପରି ଛନ୍ଦୋବଦ୍ଧ ଓ ସୁୁଖପାଠ୍ୟ। ଛନ୍ଦୋବଦ୍ଧ କବିତା ଲେଖିବା କବିଙ୍କର ବିଶେଷତ୍ବ। ଭାଷା ଯେପରି ସରଳ ଭାବ ସେହି ପରି ତରଳ। ଲାଳିତ୍ୟରେ ପୁଟ ଦିଆ କବିତା ଗୁଡିକ ପାଠକଲେ ଲାଗେ ନଦୀର ସ୍ରୋତ ପରି ଏହା ପ୍ରବାହିତ ହେଉଅଛି । ଆଜିକାଲିର ଆଧୁନିକ କବିତା ଭଳି ଦୁର୍ବୋଧ୍ୟତା ଓ ଅବୋଧ୍ୟତା କୌଣସି କବିତାରେ ପରିଲକ୍ଷିତ ହୁଏ ନାହିଁ । କ୍ଷୁଦ୍ର ବୃହତ ସତୁରିଟି କବିତାର ଗୁଚ୍ଛ ଏ ସଂକଳନ । କଥାବସ୍ତୁ କେବଳ ଓଡ଼ିଶାରେ ସୀମିତ ନରହି ଏହା ବିସ୍ତାରୀ ଯାଇଛି ସାରା ବିଶ୍ବକୁ । ବିଷୟ ବସ୍ତୁରେ ସ୍ଥାନ ପାଇଛି ରାମାୟଣ ଓ ମହାଭାରତର ଗଳ୍ପ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧର ବିଭୀଷିକା, କୋଭିଡ଼ ମହାମାରୀ ସମୟରେ ଜୀବନ ଓ ଜୀବିକା, ଆଧ୍ୟାତ୍ମିକ, ସାମାଜିଜ, ରାଜନୈତିକ, ବ୍ୟଙ୍ଗ ଓ ରମ୍ୟ ରଚନା । ନାନା ପ୍ରକାର ବିଷୟ ବସ୍ତୁ ହୋଇ ଥିବାରୁ ଏହାର ସମସ୍ତ କବିତାକୁ ସାତଟି ବିଭାଗରେ ବିଭକ୍ତ କରା ହୋଇଅଛି । କବିତା ଗୁଡ଼ିକରେ ଓଡିଆ ଓ ଓଡିଶାର ଚିରାଚରିତ କବିତା ଶୈଳୀ ସହ ସନେଟ୍], ଲିରିକ୍ସ, ଏଲିଜି ଓ ବାଲା

Recommended

Format: Paperback

Condition: New

$20.10
Ships within 2-3 days
Save to List

Related Subjects

Poetry

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured