Skip to content
Scan a barcode
Scan
Paperback Baishakhee Ra Balijhada (Oriya Edition) [Oriya] Book

ISBN: B0HKLCRD1T

ISBN13: 9788195026302

Baishakhee Ra Balijhada (Oriya Edition) [Oriya]

ଜୀବନର ଆରମ୍ଭ ଦୁଃଖ କଷ୍ଟ ଓ ସଂଘର୍ଷ ପୂର୍ଣ୍ଣ । ଜୀବନ ରେ ଅନେକ ବାଲିଝଡ଼ ଆସିଥିଲେ ବି ଆମକୁ ଧୈର୍ଯ୍ୟର ସହିତ ସହିବାକୁ ହେବ । ଆମ କବି କବୟତ୍ରୀ ମାନଙ୍କ ପ୍ରଚେଷ୍ଟା ରେ ବହିଟିଏ - "ବୈଶାଖିର ବାଲିଝଡ "। ଲେଖା ଗୁଡିକ ଭିତରେ ପ୍ରକୃତିର ବେଭାର ଓ ଗ୍ରାମ୍ୟ ଚିତ୍ର ବେଶ୍ ପରିସ୍ଫୁଟ । ଗାଁର ହର୍ଷ - ବିଶାଦ, ଘଟଣ - ଅଘଟଣ, ପୁନେଇଁ - ପର୍ବ, ଯନିଯାତ୍ରା, ଚାଲିଚଳନ, ଓଷା ବ୍ରତ, ଦିଅଁ ଦେବତା, ସବୁ କିଛି ଲେଖା ଭିତରେ ସ୍ଥାନିତ । ଏମିତି ଏକ ପରିସ୍ଥିତି ଓ ପରିବେଶ ଭିତରେ ଆମର ଏ ବହିର ପ୍ରଥମ ବର୍ଷର ପ୍ରଥମ ସଂକଳନ ହେଲେ ହେଁ, ବେଶ୍ କିଛି ରୁଚିମନ୍ତ ଓ ରୁଚିକର, ଯାହାକୁ ନେଇ ଆମେ ଆଶାବାଦୀ ହେବା ସ୍ୱାଭାବିକ । ଏହି ସୁନ୍ଦର ସୃଷ୍ଟିର ଅଧିକାରୀ - ଦେବବ୍ରତ ବାରିକ - ସ୍ନିଗ୍ଧା ସାମନ୍ତରାୟ - ସାଗର କୁମାର ପରିଡା - ନଗେନ୍ଦ୍ର କୁମାର ରାଉତ - ରଶ୍ମିତା ବେହେରା - ଲୋକନାଥ ସାମଲ - ଦିନେଶ ଅଗ୍ରୱାଲ - ହିମାନ୍ଦ୍ରୀ ମହାନ୍ତ - ଜୟଶ୍ରୀ ମହାନ୍ତି - ଯାଜ୍ଞସେନୀ ବେହେରା - ମନୋରମା ମହାପାତ୍ର - ସନ୍ତୋଷ କୁମାର ସାହୁ - ଦେବେନ୍ଦ୍ର କୁମାର ନାଏକ - ରଶ୍ମିବାଳା ଶତପଥୀ - ରଞ୍ଜିତା ମିଶ୍ରଆପଣମାନଙ୍କ ସହଯୋଗ ଓ ସଦିଚ୍ଛାକୁ ପାଥେୟ କରି ଆଗାମୀ ଦିନରେ ଏହାର କଳେବର ଓ ଶ୍ରୀ ବୃଦ୍ଧି ଘଟୁ । ଏହି ଆଶା ଓ ଭରସା ରଖି ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇ ମତାମତ ଅପେକ୍ଷାରେ ରହିଲୁ ପରବର୍ତ୍ତୀ ପ୍ରକାଶନୀ ପର୍ଯ୍ୟନ୍ତ

Recommended

Format: Paperback

Condition: New

$18.28
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured