Skip to content
Scan a barcode
Scan
Paperback Aranya Ra Antahswara (Oriya Edition) [Oriya] Book

ISBN: B0HKLFCS3C

ISBN13: 9788195026364

Aranya Ra Antahswara (Oriya Edition) [Oriya]

କ୍ଷଣ ଭଙ୍ଗୁର ଏ ଜୀବନ । ସୀମିତ କାଳ ମଧ୍ୟରେ କିଛି ତୃପ୍ତି ଓ ଗୁଡାଏ ଦରଦୀ ଅନୁଭବ ଯାଯାବର ଭଳି ଅସ୍ଥାୟୀ ବସାବାନ୍ଧନ୍ତି ମନ ଅରଣ୍ୟରେ । ସେଇଥିରୁ ମାନ-ଅଭିମାନ, ବ୍ୟଙ୍ଗ -ବିଦ୍ରୂପ, ଆକାଂକ୍ଷା-ଅଭିଳାଷ, ତୃଷ୍ଣା-ଅବଶୋଷ ର ଫେଣ୍ଟା ଫେଣ୍ଟି ନିର୍ଯ୍ୟାସ ତ ରୂପ ନିଏ ସ୍ରଷ୍ଟାଙ୍କ ଭାବନାରେ । ଜୀବନଟା ଅରଣ୍ୟ ଠାରୁ କୋଉ କମ୍ କି? ଏଠି ଆସୁରିକ ଚେତନାର ହିଂସ୍ର ହେଣ୍ଟାଳ ଶଙ୍କା ଜାତ କରାଏ, ପୁଣି ମଧୁର ବି ଲାଗେ ପ୍ରେମର କୁହୁ କୁହୁ ତାନ । କେତେବେଳେ ଆନନ୍ଦ ର କଳ କଳ ଶବ୍ଦ ମନରେ ଭରିଦିଏ ଶ୍ୟାମଳ ଅନୁରାଗ ତ ଓଁ କାର ଧ୍ଵନି ଜାଗ୍ରତ କରାଏ ନୈସର୍ଗିକ ବାସନା । ଏ ସମସ୍ତଙ୍କୁ ବାନ୍ଧି ରଖିବା, ଅଭିବ୍ୟଞ୍ଜିତ କରିବା ଓ ଲୋଚନକୁ ଆଣିବାର ଏକ ସୁନ୍ଦର ପ୍ରୟାସର ଫଳ ଏହି "ଅରଣ୍ୟର ଅନ୍ତଃସ୍ଵର" । ଯେଉଁ ମହାନ୍ ସାରସ୍ଵତ ସାଧକଙ୍କ ତପସ୍ୟାର ଫଳକୁ ନେଇ ଆଜି ଏ ପୁସ୍ତକ ତାର କଳେବର ବୃଦ୍ଧି କରିପାରିଛି, ସେହି କାଳ ଜୟୀ ସ୍ରଷ୍ଟା ମାନେ ହେଲେ -ଶ୍ରୀଯୁକ୍ତ ନିତ୍ୟାନନ୍ଦ ନନ୍ଦୀ, ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ପଟ୍ଟନାୟକ, ଶ୍ରୀମତୀ ଆରତୀ ସାହୁ, ଶ୍ରୀମତୀ ସୁନିତା ପ୍ରଧାନ, ଶ୍ରୀଯୁକ୍ତ ବିମ୍ଵାଧର ମହାପାତ୍ର, ଶ୍ରୀଯୁକ୍ତ ଅଶୋକ ଷଡଙ୍ଗୀ, ଶ୍ରୀଯୁକ୍ତ ହେମନ୍ତ କୁମାର ଘୋଷାଲ୍,ଶ୍ରୀଯୁକ୍ତ ଲୋକନାଥ ପୁହାଣ, ଶ୍ରୀମାନ୍ ଦେବ ମଲହୋତ୍ରା, ଶ୍ରୀମତୀ ଜୟନ୍ତୀ ଜେନା, ଶ୍ରୀଯୁକ୍ତ ବନବିହାରୀ ମିଶ୍ର, ଶ୍ରୀମତୀ କନକ ମଞ୍ଜରୀ ସାହୁ, ଶ୍ରୀଯୁକ୍ତ ସୌମ୍ୟ ରଂଜନ ଖଟୁଆ, ସୁଶ୍ରୀ Ĝ

Recommended

Format: Paperback

Condition: New

$21.00
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks ® and the ThriftBooks ® logo are registered trademarks of Thrift Books Global, LLC
GoDaddy Verified and Secured