Skip to content
Scan a barcode
Scan
Paperback Ama Samayara Nirbachita Ekankika [Oriya] Book

ISBN: 1645601250

ISBN13: 9781645601258

Ama Samayara Nirbachita Ekankika [Oriya]

ସ୍ୱଳ୍ପ ଆୟତନ ଓ ସମୟ ଭିତରେ କଥାବସ୍ତୁକୁ ବିଭିନ୍ନ ଘଟଣା ଓ ଚରିତ୍ର ମାଧ୍ୟମ ଦେଇ ଚରମ ପରିଣତି ଆଡ଼କୁ ଯଦି କେହି ଅଗ୍ରସର କରାଇପାରେ ତେବେ ସେ ହେଉଛି ଏକାଙ୍କିକା ବା ଛୋଟ ନାଟକ । ଏଇ ସଂକଳନ କାର୍ଯ୍ୟ ମୁଖ୍ୟତଃ ଏକାଙ୍କିକା ଓ ଛୋଟ ନାଟକକୁ ନେଇ ହୋଇଛି । ଦୀର୍ଘ ନାଟକ ଅପେକ୍ଷା ଏକାଙ୍କିକା ବା ଛୋଟ ନାଟକ ବହୁ ଲୋକପ୍ରିୟତା ଅର୍ଜ୍ଜନ କରିପାରଛି । ଓଡ଼ିଆ ସାହିତ୍ୟରେ ଏକାଙ୍କିକା ପ୍ରାୟ ୧୯୪୦ ମସିହାରୁ ଏପର୍ଯ୍ୟନ୍ତ ଲେଖାହୋଇ ଆସୁଛି । ଦୀର୍ଘ ଅଶି ବର୍ଷ ଭିତରେ ନାଟ୍ୟକାରମାନେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଆସୁଛନ୍ତି ବିଭିନ୍ନ ନାଟକ ଓ ଏକାଙ୍କିକାରେ । ଫଳରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏକାଙ୍କିକା ଯାହା ଥିଲା ବର୍ତ୍ତମାନ ତା'ର ନାମ ବଦଳାଇ ଛୋଟ ନାଟକରେ ରୂପାନ୍ତରିତ । ଏହି ଏକାଙ୍କିକାର ପ୍ରୟାସ ନାଟ୍ୟକାର କାଳୀଚରଣ ପଟ୍ଟନାୟକଙ୍କଠାରୁ ଆରମ୍ଭ ହୋଇଛି । ଦୀର୍ଘ ନାଟକ ଅପେକ୍ଷା ଛୋଟ ନାଟକ ବା ଏକାଙ୍କିକା ଖୁବ୍ ସୁଦୂର ପ୍ରସାରୀ ଓ ଭାବଗର୍ଭକ । କେବଳ ସେତିକି ନୁହେଁ ବଂର ଏହି ପ୍ରକାରର ନାଟ୍ୟରଚନା ବିଶ୍ୱ ନାଟ୍ୟଧାରା ସହ ସମକକ୍ଷ ହୋଇ ପାରିଛି । ପ୍ରାଣବନ୍ଧୁ କରଙ୍କଠାରୁ ସୁବୋଧ ପଟ୍ଟନାୟକ(ନାଟ୍ୟଚେତନା)ଙ୍କ ପର୍ଯ୍ୟନ୍ତ ବିଭିନ୍ନ ଏକାଙ୍କିକା ଦେଶ ବିଦେଶରେ ମଞ୍ଚସ୍ଥ ହୋଇ ସଫଳତା ଲାଭ କରିଛି । କେବଳ ଯେ ଅବସର ବିନୋଦ ନିମନ୍ତେ ଏକାଙ୍କିକା ଲେଖାଯାଇଛି ତା'ନୁହେଁ ବରଂ ମଣିଷ ଜୀବନର ଜଟିଳ ଦିଗ ଓ ବିଭିନ୍ନ ସମସ୍ୟାକ&

Recommended

Format: Paperback

Condition: New

$20.34
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks® and the ThriftBooks® logo are registered trademarks of Thrift Books Global, LLC
GoDaddy Verified and Secured