Skip to content
Scan a barcode
Scan
Paperback Aage Badho in Oriya [Oriya] Book

ISBN: 9355992238

ISBN13: 9789355992239

Aage Badho in Oriya [Oriya]

ସଫଳ ବ୍ୟକ୍ତିମାନଙ୍କ କାର୍ଯ୍ୟ କରିବାର ଶୈଳୀ ଅନ୍ୟ ଲୋକଙ୍କଠାରୁ ଭିନ୍ନ ହୋଇଥାଏ । ସଫଳତା ଛୋଟ ହେଉ କିମ୍ବା ବଡ଼, ଏହା ପଛରେ ଯୋଜନା ତଥା ତଦନୁସାରେ କାର୍ଯ୍ୟ କରିବାର ବିଶେଷ ମହତ୍ତ୍ଵ ରହିଥାଏ । ସଫଳ ବ୍ୟକ୍ତି ନିଜ ଦକ୍ଷତାର ସବୁବେଳେ ଭରପୁର ଉପଯୋଗ କରନ୍ତି । ଏହି ପୁସ୍ତକରେ ସଫଳତା ହାସଲର ଅନେକ ଉପାୟ କୁହାଯାଇଛି । ଏହି ପୁସ୍ତକ ଜୀବନକୁ ଔଜଲ୍ୟମୟ କରିବା ପାଇଁ ସବୁ ଦୃଷ୍ଟିରୁ ସଂଗ୍ରହଣୀୟ ଅଟେ ।
ସ୍ଟେଟ୍ ମାର୍ଡେନ୍]ଙ୍କ ପୁସ୍ତକଗୁଡ଼ିକର ଅଧ୍ୟୟନରେ କୋଟି କୋଟି ଲୋକମାନେ ଆତ୍ମଶୁଦ୍ଧି, କାର୍ଯ୍ୟରେ ନିଷ୍ଠା ସମେତ ଜୀବନରେ ଉତ୍ସାହ ଓ ପ୍ରେରଣା ପ୍ରାପ୍ତ କରିଛନ୍ତି । ଆପଣ ମଧ୍ୟ ଏଗୁଡ଼ିକୁ ପଢ଼ନ୍ତୁ ଓ ନିଜ ମନୋରଥକୁ ହାସଲ କରିବାର ଆନନ୍ଦ ଉଠାନ୍ତୁ । ପ୍ରସ୍ତୁତ ପୁସ୍ତକ ପ୍ରତି ପାଦରେ ମାର୍ଗଦର୍ଶନ କରି ଆପଣଙ୍କ ଜୀବନ ବଦଳାଇପାରେ।
ଡାଇମଣ୍ଡ ବୁକ୍ସରେ ସ୍ଟେଟ୍ ମାର୍ଡେନ୍]ଙ୍କ ପୁସ୍ତକ
- ଆତ୍ମବିଶ୍ଵାସର ପୁଞ୍ଜି
- ନିଜକୁ ଚିହ୍ନନ୍ତୁ
- ଆଗକୁ ବଢ଼ନ୍ତୁ
- ସଫଳତାର ସୋପାନ
- ଚିନ୍ତା ଛାଡ଼ନ୍ତୁ ସୁଖରେ ବଞ୍ଚନ୍ତୁ ଓ ହସି-ହସି କେମିତି ବଞ୍ଚିବା
- ଆପଣ କ'ଣ କରିପାରିବେନି
- ସଫଳତାର ରହସ୍ୟ
- ଜୀବନ ଓ ବ୍ୟବହାର
- ବିକାଶର ପଥ
- ଉନ୍ନତିର ମାର୍ଗ
- ସୁଯୋଗ ଚାଲିଯାଏ

Recommended

Format: Paperback

Condition: New

$30.99
Ships within 2-3 days
Save to List

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks® and the ThriftBooks® logo are registered trademarks of Thrift Books Global, LLC
GoDaddy Verified and Secured