Skip to content
Scan a barcode
Scan
Paperback କଳିକା [Oriya] Book

ISBN: 9395374438

ISBN13: 9789395374439

କଳିକା [Oriya]

About The Book:

ସୁଚିସ୍ମିତା ଶତପଥୀଙ୍କ ଲିଖିତ ୨୩ଟି ନିର୍ବାଚିତ ରୋମାଞ୍ଚକର ଗଳ୍ପକୁ ନେଇ 'କଳିକା' ଶୀର୍ଷକ ଏହି ଗଳ୍ପ ସଂକଳନର ପରିକଳ୍ପନା । ଏହା ତାଙ୍କ ଗଳ୍ପ ମାନସର ପ୍ରଥମ ପରିପ୍ରକାଶ । ସୁଖରେ ବିହ୍ୱଳିତ ନହେବା, ଦୁଃଖରେ ବିଚଳିତ ନହେବା ହିଁ ସଫଳ ଜୀବନ ଯାତ୍ରାର ଲକ୍ଷଣ, ଯାହାକି ସୁଚିସ୍ମିତା ଶତପଥୀଙ୍କ କ୍ଷେତ୍ରରେ ସ୍ପଷ୍ଟ ପ୍ରତୀୟମାନ । ଦୁଃଖକୁ ନିଜର କରି ସୁଖକୁ ସ୍ୱାଗତ କଲେ ସୁଖ ଦୁଃଖରେ ସମୋଚିତ୍ତ ରହି ଜୀବନ ବିତାଇଲେ ହିଁ ମଣିଷ ଯେ ମଣିଷ ପରି ବଞ୍ଚିପାରିବ, ଏହା ଅନ୍ୟଥା ନୁହେଁ। ଗାଳ୍ପିକାଙ୍କ ଜୀବନବାଦୀ ଦୃଷ୍ଟିକୋଣ ହିଁ ତାଙ୍କ ଗଳ୍ପର ମୁଖ୍ୟ ବଳୟ ଓ ଗଳ୍ପ ସଂକଳନର ଅନ୍ତଃସ୍ରୋତ ଏହା ନିର୍ଦ୍ଵନ୍ଦ୍ୱରେ କୁହାଯାଇପାରେ । ଆମର ଆଶା ଓ ବିଶ୍ୱାସ ଏହି ଗଳ୍ପ ସଂକଳନଟି ସୁଧୀ ବିଜ୍ଞ ପାଠକ ବର୍ଗଙ୍କ ସ୍ୱୀକୃତି ଓ ଆଦୃତି ଲାଭ କରିବ।

Recommended

Format: Paperback

Condition: New

$15.56
Ships within 2-3 days
Save to List

Related Subjects

Fiction Teen & Young Adult

Customer Reviews

0 rating
Copyright © 2026 Thriftbooks.com Terms of Use | Privacy Policy | Do Not Sell/Share My Personal Information | Cookie Policy | Cookie Preferences | Accessibility Statement
ThriftBooks® and the ThriftBooks® logo are registered trademarks of Thrift Books Global, LLC
GoDaddy Verified and Secured